ବିଜେଡି ପ୍ରାର୍ଥୀ ଟୁକୁନି ସାହୁଙ୍କ ମାରାଥନ ପ୍ରଚାର

0
64

ଟିଟିଲାଗଡ ଜେଏନ୍ଏସ୍, ଟିଟିଲାଗଡ଼ ବିଜେଡି ପ୍ରାର୍ଥୀ ଶ୍ରୀମତି ଟୁକୁନି ସାହୁ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାଞ୍ଜିପଦର, ଲୁଥୁର ବନ୍ଧ,ମହାଦା ଓ ଘଣ୍ଟବାହାଲି ଠାରେ ମାରାଥନ ପ୍ରଚାର କରିଛନ୍ତି। କଣ୍ଟାବାଞ୍ଜି ନିର୍ବାଚନ ନିର୍ବାଚନ ମଣ୍ଡଳୀ ଗସ୍ତ ରେ ଆସି ମୁଖ୍ୟମନ୍ତ୍ରୀ ଦେଇଥିବା ବିଭିନ୍ନ ପ୍ରତିଶୁତି ତଥା ବିଜେଡ଼ିର ନିର୍ବାଚନୀ

ଘୋଷଣା ସମ୍ଵନ୍ଧରେ ଜନ ସାଧାରଣ ଙ୍କୁ ଅବଗତ କରିଥିଲେ। ଶ୍ରୀମତୀ ସାହୁ ପ୍ରଚାର କାର୍ଯ୍ୟକ୍ରମ ବ୍ଲକ ଅଧ୍ୟକ୍ଷା ସଂଯୁକ୍ତା ନାଏକ, ରୁଟୁ ବାଗ, ବିକାଶ ପାଣିଗ୍ରାହୀ, ଦିଲ୍ଲୀପ ବାଗ, ତପନ ଛତର, ତୁଳସୀ ସାହୁ, ଶ୍ୟାମପ୍ରସାଦ ଗରିଆ, ଶ୍ରୀକାନ୍ତ ବେହେରା, ଗୀତା ବିଶି, ପଦ୍ମଲୋଚନ ପୋଢ଼ଙ୍କ ସମେତ ଶତାଧିକ ବିଜେଡି କର୍ମୀ ସାମିଲ ଥିଲେ।

LEAVE A REPLY

Please enter your comment!
Please enter your name here