କେନାଲ ରୁ ଅଜଣା ଯୁବକ ଙ୍କ ମୃତଦେହ ଉଦ୍ଧାର,ହତ୍ୟା ସନ୍ଦେହ

0
38

ଟିଟିଲାଗଡ,୦୭/୦୮/(ଜେଏନଏସ),ଟିଟିଲାଗଡ କୁମୁଡା ପାହାଡ ନିକଟ କେନାଲ ଠାରୁ ଏକ ଅଜଣା ଯୁବକ ର ମୃତଦେହ ସ୍ଥାନୀୟ ପୁଲିସ ଉଦ୍ଧାର କରିଛି।ପାରିପାର୍ଶ୍ବିକ ସ୍ଥିତି ଓ ମୃତ ଶରୀରର ରେ କ୍ଷତ ଚିହ୍ନ ଥିବା ଯୋଗୁଁ ଏହା ଏକ ହତ୍ୟାକାଣ୍ଡ ବୋଲି ସନ୍ଦେହ ପ୍ରକାଶ ପାଇଛି।ତେବେ ମୃତ ଯୁବକ ର ପରିଚୟ ମିଳିପାରି ନ ଥିବାବେଳେ ପୁଲିସ ଶବ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଜାରି ରଖିଛି।

LEAVE A REPLY

Please enter your comment!
Please enter your name here