Saturday, July 5, 2025

ଆଞ୍ଚଳିକ

ଟିଟିଲାଗଡ଼ରେ ୧ କ୍ଵିଣ୍ଟାଲରୁ ଉର୍ଦ୍ଧ ଗଞ୍ଜେଇ ସହ କାର ଓ ବାଇକ ଜବତ

ଟିଟିଲାଗଡ଼ (ଜେଏନ୍ଏସ୍), ଟିଟିଲାଗଡ଼ ସହର ତଥା ଆଖପାଖ ଗ୍ରାମାଞ୍ଚଳରେ ଦିନକୁଦିନ ଗଞ୍ଜେଇ ମାଫିଆଙ୍କ କଳାସାମ୍ରାଜ୍ୟ ବୃଦ୍ଧି ପାଇବାରେ ଲାଗିଛି । ଦ୍ଭୌଗଳିକ ଦୃଷ୍ଟିକୋଣରୁ ଟିଟିଲାଗଡ଼ ସହର ସହ ସୀମାନ୍ତ ଜିଲ୍ଲାଗୁଡିକର ଉତ୍ତମ ସଂଯୋଗ...

ଲାୟନ୍ସ କ୍ଲବର ୪୫ ତମ ପ୍ରତିଷ୍ଠା ଦିବସ ଅନୁଷ୍ଠିତ । ଚଳିତ ବର୍ଷ ପାଇଁ ଗଙ୍ଗାଧର ସଭାପତି ଓ ଆବାସ ସମ୍ପାଦକ ।

ଟିଟିଲାଗଡ଼ (ଜେଏନ୍ଏସ୍), ସ୍ଥାନୀୟ ଗୋବିନ୍ଦ ବାଟିକା ପରିସରରେ ଶନିବାର ସନ୍ଧ୍ୟାରେ ଲାୟନ୍ସ କ୍ଲବର ୪୫ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଏଥିସହ ଚଳିତବର୍ଷ ପାଇଁ ନୂତନ କର୍ମକର୍ତ୍ତାଙ୍କ ଶପଥ ଗ୍ରହଣ...

ବଜରଙ୍ଗ ଦଳ ଓଡ଼ିଶା ପଶ୍ଚିମ ପ୍ରାନ୍ତୀୟ ସୌର୍ଯ୍ୟ ପ୍ରଶିକ୍ଷଣ ଶିବିର ଉଦଯାପିତ

ଟିଟିଲାଗଡ଼ (ଜେଏନ୍ଏସ୍), ଟିଟିଲାଗଡ଼ ଚାରଭଟ୍ଟା ସ୍ଥିତ ଓମଭେଲି ସ୍କୁଲ ପରିସରରେ ସପ୍ତାହବ୍ୟାପି ଚାଲିଥିବା ବଜରଙ୍ଗ ଦକ ପଶ୍ଚିମ ପ୍ରାନ୍ତୀୟ ସୌର୍ଯ୍ୟ ପ୍ରଶିକ୍ଷଣ ବର୍ଗ ଉଦଯାପିତ ହୋଇ ଯାଇଛି।ଚଳିତ ବର୍ଷ ଟିଟିଲାଗଡ ବଜରଙ୍ଗଦଳ ପକ୍ଷରୁ...

ଅନୈତିକ ପ୍ରେମସମ୍ପର୍କରୁ ହତ୍ୟା… ପ୍ରେମିକ ସହ ମିଶି ସ୍ୱାମୀକୁ ହତ୍ୟା କଲା ସ୍ତ୍ରୀ

ଟିଟିଲାଗଡ଼ (ଜେଏନ୍ଏସ୍), ଗୁରୁବାର ପବିତ୍ର ସାବିତ୍ରୀବ୍ରତ ପାଳନ ଅବସରରେ ସାରା ରାଜ୍ୟ ଉତ୍ସବମୁଖର ଥିବାବେଳେ ସ୍ଵାମୀ ହତ୍ୟାକାରୀ ସ୍ତ୍ରୀ ଜେଲ ଯିବା ଘଟଣା ଟିଟିଲାଗଡ଼ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ସୂଚନା ଅନୁଯାୟୀ ଟିଟିଲାଗଡ଼...

ସି.ୱାଇ.ଏସ୍.ଡି. ପକ୍ଷରୁ ବିଶ୍ଵ ପରିବେଶ ଦିବସ ପାଳିତ

ଟିଟିଲାଗଡ଼(ଜେଏନ୍ଏସ୍), ଟିଟିଲାଗଡ଼ ବ୍ଲକ ଅନ୍ତର୍ଗତ ସିହିନି ଗ୍ରାମରେ ସେଣ୍ଟର ଫର ୟୁଥ୍ ଏଣ୍ଡ ସୋସିଆଲ ଡେଭଲପମେଣ୍ଟ (ସି.ୱାଇ.ଏସ୍.ଡି) ଅନୁଷ୍ଠାନ ପକ୍ଷରୁ ବୁଧବାର ବିଶ୍ଵ ପରିବେଶ ଦିବସ ପାଳିତ ହୋଇଯାଇଛି । ଅନୁଷ୍ଠାନର ସୁରକ୍ଷା...

Popular

Subscribe

spot_imgspot_img

Important: Unauthorized Copying Prohibited

This website and its content are protected by copyright law. Any unauthorized copying, reproduction, or distribution of the materials contained herein is strictly prohibited and may result in legal action.

For permissions or inquiries, please contact us directly.