Tuesday, September 16, 2025

ଟିଟିଲାଗଡ଼

କ୍ଳଷ୍ଟର ସ୍ତରୀୟ ଶିକ୍ଷଣ ଉପକରଣ ପ୍ରସ୍ତୁତି କର୍ମଶାଳା

ଟିଟିଲାଗଡ଼,୦୫/୦୩/୨୦୨୫,(ଜେଏନ୍ଏସ୍) :ଟିଟିଲାଗଡ଼ ବ୍ଲକ ଅନ୍ତର୍ଗତ ବିଜେପୁର ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ଶିକ୍ଷଣ ଉପକରଣ ପ୍ରସ୍ତୁତି କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ସଂଯୋଜକ ଗୋପାଳ ସିଂ ସୁନାଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ଟିଟିଲାଗଡ଼...

ମାର୍ଚ୍ଚ ୫ ରେ ହେବ ନାହିଁ ସରକାରୀ ଛୁଟି

ଟିଟିଲାଗଡ଼,୦୪/୦୩/୨୦୨୫,(ଜେଏନ୍ଏସ୍) : ପଞ୍ଚାୟତରାଜ ଦିବସ ପାଳନରେ ଜାତୀୟ ଓ ରାଜ୍ୟ ସ୍ତରରେ ଥିବା ଅସଂହତି ଦୂର କରାଯାଇଛି । ଜାତୀୟ ସ୍ତରରେ ଏପ୍ରିଲ ୨୪ ତାରିଖକୁ ଜାତୀୟ ପଞ୍ଚାୟତ ଦିବସ ରୂପେ ପାଳନ...

ସଇଁତଳା ବ୍ଲକ ଶିକ୍ଷା ଅଧିକାରୀ ଗୋବର୍ଦ୍ଧନ ଭୋଇଙ୍କ ପରଲୋକ

ସଇଁତଳା,୦୪/୦୩/୨୦୨୫,(ଜେଏନ୍ଏସ୍) :ସଇଁତଳା ବ୍ଲକ ଶିକ୍ଷା ଅଧିକାରୀ ଗୋବର୍ଦ୍ଧନ ଭୋଇ (୫୮)ଙ୍କ ବାଙ୍ଗାଲୋରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ଘଟିଛି । ସ୍ୱର୍ଗତ ଭୋଇ ଦୀର୍ଘ ଦିନଧରି କର୍କଟ ରୋଗରେ ଆକ୍ରାନ୍ତ...

ଟିଟିଲାଗଡ଼ ମହାଶିବରାତ୍ରୀ ମେଳା ଉଦଯାପିତ

ଟିଟିଲାଗଡ଼,୦୪/୦୩/୨୦୨୫,(ଜେଏନ୍ଏସ୍) :ଐତିହ୍ୟ ସମ୍ପନ୍ନ ଟିଟିଲାଗଡ଼ ମହାଶିବରାତ୍ରୀ ମେଳା ସୋମବାର ଉଦଯାପିତ ହୋଇଯାଇଛି । ମହାଶିବରାତ୍ରି ଅବସରରେ ମନ୍ଦିର ପ୍ରାଙ୍ଗଣରେ ଆରମ୍ଭ ହୋଇଥିବା ୪୦ ପ୍ରହର ନାମଯଜ୍ଞ ବିଧିବଦ୍ଧ  ଭାବରେ ଶେଷ ହୋଇଛି ।...

ମହିଳା ଡିଗ୍ରୀ କଲେଜର ଆତ୍ମସୁରକ୍ଷା ତାଲିମ ଶିବିର ଉଦଘାଟିତ

ଟିଟିଲାଗଡ଼,୦୪/୦୩/୨୦୨୫,(ଜେଏନ୍ଏସ୍) : ଟିଟିଲାଗଡ଼ ସରକାରୀ ମହିଳା ଡିଗ୍ରୀ ମହାବିଦ୍ୟାଳୟରେ ସୋମବାର  ଆତ୍ମସୁରକ୍ଷା ତାଲିମ ଶିବିର  ଉଦଘାଟିତ ହୋଇଯାଇଛି । ସପ୍ତାହ ବ୍ୟାପି ଆୟୋଜିତ ହେବାକୁ ଥିବା ଏହି ଶିବିରର ଉଦଘାଟନୀ ଉତ୍ସବରେ ଅଧ୍ୟକ୍ଷ...

Popular

Subscribe

spot_imgspot_img

Important: Unauthorized Copying Prohibited

This website and its content are protected by copyright law. Any unauthorized copying, reproduction, or distribution of the materials contained herein is strictly prohibited and may result in legal action.

For permissions or inquiries, please contact us directly.