Wednesday, November 12, 2025

ଆଞ୍ଚଳିକ

ମହାଶିବରାତ୍ରି ପାଇଁ ବନ୍ଦ ରହିବ ମଦଦୋକାନ

ଟିଟିଲାଗଡ଼,୨୫/୦୨/୨୦୨୫,(ଜେଏନ୍ଏସ୍) ଐତିହ୍ୟ ସମ୍ପନ୍ନ ମହାଶିବରାତ୍ରି ପାଇଁ ସହରର ସମସ୍ତ ମଦ ଦୋକାନ ବନ୍ଦ ରହିବା ନେଇ ବଲାଙ୍ଗିର ଜିଲ୍ଲାପାଳ ଏକ ଆଦେଶ ଜାରି କରିଛନ୍ତି । ପବିତ୍ର ମହାଶିବରାତ୍ରିରେ ସରକାରଙ୍କ ଏହିଭଳି ନିଷ୍ପତ୍ତିକୁ ବୁଦ୍ଧିଜୀବୀ...

କୁରସୁଡ଼କୁ ବ୍ଲକ ମାନ୍ୟତା ଦାବୀ; ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ।

ଟିଟିଲାଗଡ଼,୨୨/୦୨/୨୦୨୫,(ଜେଏନ୍ଏସ୍) କୁରୁସୁଡ଼ ପଞ୍ଚାୟତକୁ ବ୍ଲକ ମାନ୍ୟତା ପ୍ରଦାନ ଦାବୀ ନେଇ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଦାବୀ ପତ୍ର ପ୍ରଦାନ କରାଯାଇଛି । କୁରୁସୁଡ଼ ବ୍ଲକ କ୍ରିୟାନୁଷ୍ଠାନ କମିଟି ଉପଦେଷ୍ଟା ମୁକେଶ ଜୈନ...

ଜୁଆ ଆଡ୍ଡା ଉପରେ ପୁଲିସର ଚଢ଼ାଉ ; ୩ ବାଇକ ସହ ୫ ଜୁଆରୀ ଗିରଫ ।

ଟିଟିଲାଗଡ଼,୨୨/୦୨/୨୦୨୫,(ଜେଏନ୍ଏସ୍)ଟିଟିଲାଗଡ଼ ପୁଲିସ ପକ୍ଷରୁ ଗତ ବିଳମ୍ବିତ ରାତିରେ ଏକ ଜୁଆ ଆଡ୍ଡା ଉପରେ ଚଢାଉ କରି ୫ ଜଣ ଜୁଆରୀଙ୍କୁ ଗିରଫ କରାଯାଇଛି । ସୂଚନା ଅନୁଯାୟୀ କିଛିଦିନ ଧରି କୁମୁଡ଼ା ପାହାଡ଼...

ସହାୟକ ଜିଲ୍ଲାପାଳ ସନ୍ତୋଷ ବେହେରାଙ୍କ ବଦଳି

ଟିଟିଲାଗଡ଼,୨୨/୦୨/୨୦୨୫,(ଜେଏନ୍ଏସ୍) ଟିଟିଲାଗଡ଼ ସହାୟକ ଜିଲ୍ଲାପାଳ ସନ୍ତୋଷ ବେହେରା (ଓ.ଆର୍.ଏସ୍.)ଙ୍କ ଦେଓଗାଁ ଅତିରିକ୍ତ ତହସିଲଦାର ଭାବରେ ବଦଳି ହୋଇଛି । ଶ୍ରୀ ବେହେରା ଗତ ସାଧାରଣ ନିର୍ବାଚନ ପୂର୍ବରୁ ଟିଟିଲାଗଡ଼କୁ ସହାୟକ ଜିଲ୍ଲାପାଳ ଭାବରେ...

ମାଲବାହୀ ଟ୍ରେନର ୩ଟି ବଗି ଲାଇନଚ୍ୟୁତ

ଟିଟିଲାଗଡ଼,୨୧/୦୨/୨୦୨୫,(ଜେଏନ୍ଏସ୍),ଟିଟିଲାଗଡ଼ ଷ୍ଟେସନରୁ ରାୟପୁର ଅଭିମୁଖେ ଯାଉଥିବା ଏକ  ମାଲବାହୀ ଟ୍ରେନର ୩ଟି ବଗି ଲାଇନଚ୍ୟୁତ ହୋଇଛି । ସୂଚନା ଅନୁଯାୟୀ ଟିଟିଲାଗଡ଼ ରେଳଷ୍ଟେସନରୁ ରାତି ୮:୩୦ ଘଣ୍ଟା ସମୟରେ ରାୟପୁର ଯାଉଥିବା ୫୯...

Popular

Subscribe

spot_imgspot_img

Important: Unauthorized Copying Prohibited

This website and its content are protected by copyright law. Any unauthorized copying, reproduction, or distribution of the materials contained herein is strictly prohibited and may result in legal action.

For permissions or inquiries, please contact us directly.