ଡ଼ିଏଭି କଲେଜର ପୂର୍ବତନ ଅଧ୍ୟକ୍ଷ ପ୍ରଫେସର ମହେନ୍ଦ୍ର ମହାନ୍ତିଙ୍କ ପରଲୋକ

0
45

ଟିଟିଲାଗଡ଼,୧୯/୦୨/୨୦୨୫,(ଜେଏନ୍ଏସ୍), ଟିଟିଲାଗଡ଼ ଡିଏଭି ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ପ୍ରଫେସର ମହେନ୍ଦ୍ର ପ୍ରସାଦ ମହାନ୍ତି (୮୧)ଙ୍କ ପରଲୋକ ଘଟିଛି । ସ୍ୱର୍ଗତ ମହାନ୍ତି ଜଣେ କର୍ତ୍ତବ୍ୟନିଷ୍ଟ ଓ ଆଦର୍ଶ ପ୍ରାଧ୍ୟାପକ ଭାବରେ ବେଶ ପରିଚିତ ଥିଲେ । ବଲାଙ୍ଗିର ସାଗରପଡ଼ା ସ୍ଥିତ ବାସଭବନରେ ତାଙ୍କ ପରଲୋକ ଗମନ ହୋଇଥିବା ବେଳେ ମୃତ୍ୟୁ ଶଯ୍ୟା ପାଖରେ ପୁତ୍ର ମୃଣାଳ ମହାନ୍ତିଙ୍କ ସହ ପରିବାର ସଦସ୍ୟ ଉପସ୍ଥିତ ଥିଲେ । ତାଙ୍କ ବିୟୋଗରେ ବଲାଙ୍ଗିର ତଥା ଟିଟିଲାଗଡ଼ ଶିକ୍ଷାବିତ୍ ମହଲରେ ଗଭୀର ଶୋକ ପ୍ରକାଶ ପାଇଛି । 

LEAVE A REPLY

Please enter your comment!
Please enter your name here