ଆଞ୍ଚଳିକ
ସଇଁତଲା ବ୍ଲକର ବିଭିନ୍ନ ସ୍ଥାନରେ ସ୍ୱାଧୀନତା ଦିବସ ପାଳିତ
ସଇଁତଳା,୧୫/୦୮(ଜେଏନ୍ଏସ୍): ସଇଁତଳା ବ୍ଲକ ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ୭୮ତମ ସ୍ୱାଧିନତା ଦିବସ ପାଳିତ ହୋଇଯାଇଛି । ସ୍ଥାନୀୟ ରମେଶ ସିଂ ଭୋଇ ଷ୍ଟାଡିଅମ୍ ପରିସରରେ ବ୍ଲକସ୍ତରୀୟ ୭୮ତମ ସ୍ୱାଧିନତା ଦିବସ ପାଳିତ ହୋଇଯାଇଛି...
ଟିଟିଲାଗଡଡ଼ରେ ନୂଆ ଥାନାଧିକାରୀ
ଟିଟିଲାଗଡ଼,୧୫/୦୮(ଜେଏନ୍ଏସ୍): ଟିଟିଲାଗଡ଼ ଥାନାରେ ନୂଆ ଥାନା ଅଧିକାରୀ ଭାବରେ ବିଶ୍ୱଜିତ ମନବୋଧ ବୁଧବାର ସନ୍ଧ୍ୟାରେ କାର୍ଯ୍ୟରେ ଯୋଗଦେଇଛନ୍ତି । ଶ୍ରୀ ମନବୋଧ ଏହା ପୂର୍ବରୁ ବଲାଙ୍ଗିର ଟାଉନ ଥାନା ଅଧିକାରୀ ଭାବରେ କାର୍ଯ୍ୟରତ...
ଚାଷୀଙ୍କୁ ଶୋଷଣ, ଧାନ ବିକ୍ରିର ବର୍ଷକ ପରେ ବି ମିଳିନି ପ୍ରାପ୍ୟ
ଟିଟିଲାଗଡ଼,୧୩/୦୮(ଜେଏନ୍ଏସ୍) : ମୂରିବାହାଲ ବ୍ଲକ ଅନ୍ତର୍ଗତ ତେନ୍ତୁଳିଖୁଣ୍ଟି ଧାନମଣ୍ଡିରେ ଚାଷୀ ଠକାମିର ଶିକାର ହୋଇଥିବା ଅଭିଯୋଗ ହୋଇଛି । ସରକାର କୃଷି ଓ କୃଷକଙ୍କୁ ପ୍ରାଧାନ୍ୟ ଦେଇ ବିଭିନ୍ନ ଯୋଜନା ପ୍ରଣୟନ କରିବା...
ନୂତନ ଥାନା ଅଧିକାରୀଙ୍କୁ ସାମ୍ବାଦିକ ସଂଘ ପକ୍ଷରୁ ସ୍ଵାଗତ ସମ୍ବର୍ଦ୍ଧନା
ସଇଁତଳା,୧୩/୦୮(ଜେଏନ୍ଏସ୍) : ସଇଁତଳା କାର୍ଯ୍ୟରତ ସାମ୍ବାଦିକ ସଂଘ ପକ୍ଷରୁ ନୂତନ ଥାନା ଅଧିକାରୀ ଜି ହୁ ସୁଶାନ୍ତ କୁମାର ବଢ଼େଇଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ସଇଁତଳା ଥାନା ଅଧିକାରୀ ସୁଶାନ୍ତ...
ଟିଟିଲାଗଡରେ ଶିବପୁରାଣ ଜ୍ଞାନଯଜ୍ଞ ସପ୍ତାହ ; ୧୫ ତାରିଖରେ ଆୟୋଜନ ହେବ ମହାଭଣ୍ଡାରା
ଟିଟିଲାଗଡ଼,୧୨/୦୮(ଜେଏନ୍ଏସ୍): ସ୍ଥାନୀୟ ମହାବୀର ପଞ୍ଚାୟତ ଧର୍ମଶାଳା ପରିସରରେ ଶିବପୁରାଣ ଜ୍ଞାନଯଜ୍ଞ ସପ୍ତାହ ଆରମ୍ଭ ହୋଇଛି । ଏହି ଅବସରରେ ସହର ତଥା ସହର ବାହାରୁ ନିୟମିତ ଭକ୍ତଙ୍କ ପ୍ରବଳ ସମାଗମ ଦେଖିବାକୁ ମିଳିଛି...