ଆଞ୍ଚଳିକ
ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ଅନ୍ତର୍ଗତ ବ୍ଲକ ସ୍ତରୀୟ ପ୍ରଶ୍ନ ପ୍ରତିଯୋଗିତା
ଟିଟିଲାଗଡ଼,୦୭/୦୮ (ଜେଏନ୍ଏସ୍) : ସ୍ଥାନୀୟ ଘଣ୍ଟାଶୁଣୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ କାର୍ଯ୍ୟକ୍ରମ ଅନ୍ତର୍ଗତ ଗୋଷ୍ଠୀ ସ୍ତରୀୟ ପ୍ରଶ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଗୋଷ୍ଠୀ ଶିକ୍ଷା ଅଧିକାରୀ...
ବନ୍ୟଜନ୍ତୁ ଶିକାର ଘଟଣାର ମାସେ ପରେ ବନବିଭାଗର ହାତଖାଲି
ସଇଁତଳା,୦୬/୦୮(ଜେଏନ୍ଏସ୍) : ବଲାଙ୍ଗିର ଜିଲ୍ଲା ସଇଁତଲା ରେଞ୍ଜ ଅଧିନସ୍ଥ କନ୍ଧକେଲଗାଁ ସେକ୍ସନରେ ଦିନକୁଦିନ ବନ୍ୟଜନ୍ତୁ ଶିକାର ବୃଦ୍ଧି ପାଇବାରେ ଲାଗିଛି । ବନ ବିଭାଗର ନିଷ୍କ୍ରିୟତା ଯୋଗୁଁ ଏହି ରେଞ୍ଜ ଅନ୍ତର୍ଗତ ବନ୍ୟଜନ୍ତୁ...
ସାମ୍ବାଦିକ ଅଜିତ ସାହୁ ସମ୍ବର୍ଦ୍ଧିତ
ସଇଁତଳା,୦୬/୦୮(ଜେଏନ୍ଏସ୍) : ସ୍ଥାନୀୟ ସାମ୍ବାଦିକ ଅଜିତ ସାହୁଙ୍କୁ ଭୁବନେଶ୍ୱର ସ୍ଥିତ ସିମଫୋନି ମଲ ଠାରେ ଅର୍ଗସ ଟିଭିର ତୃତୀୟ ବାର୍ଷିକ ଉତ୍ସବରେ ସମ୍ବର୍ଦ୍ଧିତ କରାଯାଇଛି । ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ର ଅର୍ଗସ୍ ପ୍ରତିନିଧି...
ନୂଆଖାଇ ପାଇଁ ଲଗ୍ନ ଧାର୍ଯ୍ୟ
ବଲାଙ୍ଗିର,୦୬/୦୮(ଜେଏନ୍ଏସ୍) : ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପାଇଁ ମଙ୍ଗଳବାର ଲଗ୍ନ ଧାର୍ଯ୍ୟ ହୋଇଛି।ପୂର୍ବ ବର୍ଷ ଭଳି ଚଳିତବର୍ଷ ମଧ୍ୟ ଭାଦ୍ରବ ଶୁକ୍ଲ ପଞ୍ଚମୀ ତିଥିରେ ପଶ୍ଚିମ ଓଡିଶାରେ ନବାନ୍ନ ପାଳନ କରାଯିବା...
ପଲ୍ଲୀ ରୁ ଦିଲ୍ଲୀକୁ ବାଉଁଶ କାରିଗର ନଳିନୀଙ୍କୁ ନିମନ୍ତ୍ରଣ
ଟିଟିଲାଗଡ଼,୦୪/୦୮ (ଜେଏନ୍ଏସ୍) : ବଲାଙ୍ଗିର ଜିଲ୍ଲା ଗୁଡଭେଲା ବ୍ଲକ ଝାରସମରା ଗାଁର ବାଉଁଶ କାରିଗର ନଳିନୀ ପ୍ରଧାନଙ୍କୁ ସ୍ଵାଧୀନତା ଦିବସ ପାଳନ ଅବସରରେ ରାଷ୍ଟ୍ରପତି ଭବନରୁ ନିମନ୍ତ୍ରଣ ଆସିଛି । ସରକାରଙ୍କ ବିଶ୍ଵକର୍ମା...