ଆଞ୍ଚଳିକ
ଟିଟିଲାଗଡ଼ ଶ୍ୟାମାକାଳୀ ମନ୍ଦିର ମଠ ମହନ୍ତଙ୍କ ପରଲୋକ
ଟିଟିଲାଗଡ଼୧୯/୬(ଜେଏନ୍ଏସ୍), ଟିଟିଲାଗଡ଼ ଶ୍ୟାମାକାଳୀ ମନ୍ଦିର ମଠର ମହନ୍ତ ଶ୍ରୀ ଅଦ୍ରିକାନନ୍ଦ ସରସ୍ଵତୀ ମହାରାଜ (୬୫)ଙ୍କ ଗୁରୁବାର ପ୍ରାତଃ ରେ ପରଲୋକ ଗମନ ହୋଇଛି । ସେ ଗତ ତିନିଦିନ ଧରି ସ୍ଥାନୀୟ ସରକାରୀ...
ପିଆଜ ଗଡ଼ରେ ଅବହେଳିତ ପିଆଜ ଚାଷୀ
ଟିଟିଲାଗଡ ୧୯/୬(ଜେଏନ୍ଏସ୍), ଏକଦା ପିଆଜ ଚାଷର ଗଡ଼ ଭାବେ ପରିଚିତ ଟିଟିଲାଗଡ଼ ତାର ପୂର୍ବ ଗୌରବ ହରାଇବାକୁ ବସିଛି । ଟିଟିଲାଗଡ଼ ବ୍ଲକ ତଥା ଆଖପାଖ ଅଞ୍ଚଳ ପିଆଜ ଚାଷ ପାଇଁ ଅନୁକୂଳ...
ଟିଟିଲାଗଡ଼ କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧୀଙ୍କ ଜନ୍ମଦିବସ ପାଳିତ
ଟିଟିଲାଗଡ଼ ୧୯/୬(ଜେଏନ୍ଏସ୍), ସ୍ଥାନୀୟ କଂଗ୍ରେସ କାର୍ଯ୍ୟାଳୟରେ ରାହୁଲ ଗାନ୍ଧଙ୍କ ଜନ୍ମ ଦିବସ ପାଳନ ହୋଇଯାଇଛି। କଂଗ୍ରେସ ଯୁବନେତା ତଥା ବିଧାନସଭା ପ୍ରାର୍ଥୀ ବିରେନ୍ଦ୍ର ବାଗଙ୍କ ସହ ବହୁ ଦଳୀୟକର୍ମୀ ରାହୁଲଙ୍କ ସୁସ୍ଥ ଓ...
ଅଜଣା ଗାଡ଼ି ଧକ୍କାରେ ଜଣେ ମୃତ, ଜଣେ ଗୁରୁତର
ଟିଟିଲାଗଡ଼ ୧୮/୬(ଜେଏନ୍ଏସ୍), ବଲାଙ୍ଗିର ଜିଲ୍ଲା ମୁରିବହାଲ ଥାନା ଅନ୍ତର୍ଗତ ଗୋଇମୁଣ୍ଡ ଛକ ଜାତୀୟ ରାଜପଥ ୫୯ ଠାରେ ଅଜଣା ଗାଡ଼ି ଧକ୍କାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଗୁରୁତର...
କର୍କଟ ରୋଗୀଙ୍କ ପାଇଁ କେଶ ଦାନ କଲେ ଦଶମ ଶ୍ରେଣୀ ଛାତ୍ରୀ ପଲକ୍
ଟିଟିଲାଗଡ଼୧୮/୬ (ଜେଏନ୍ଏସ୍), କର୍କଟ ରୋଗୀଙ୍କ ମୁହଁରେ ହସ ଫୁଟାଇବା ପ୍ରୟାସରେ ନିଜ କେଶ ଦାନ କରି ସମାଜ ପାଇଁ ଏକ ଉଦାହରଣ ସୃଷ୍ଟି କରିଛନ୍ତି ସ୍ଥାନୀୟ ଦଶମ ଶ୍ରେଣୀ ଛାତ୍ରୀ ପଲକ ଜୈନ...