ଜିଲ୍ଲା
ସଇଁତଳାରେ ଗଡ଼ିଲା ସୁଭଦ୍ରା ରଥ
ସଇଁତଳା,୦୭/୦୯,(ଜେଏନଏସ), ରାଜ୍ୟ ସରକାରଙ୍କ ସୁଭଦ୍ରା ଯୋଜନାର ସଫଳ ରୂପାୟନ ତଥା ସଚେତନତାକୁ ନେଇ ରାଜ୍ୟ ବ୍ୟାପି ସୁଭଦ୍ରା ରଥର ଶୁଭାରମ୍ଭ ହୋଇଛି । ଏହିପରିପ୍ରେକ୍ଷୀରେ ବଲାଙ୍ଗିର ଜିଲ୍ଲା ସଇଁତଳା ବ୍ଲକ କାର୍ଯ୍ୟାଳୟ ପରିସରରୁ...
ସଇଁତଳାରେ ସପ୍ତାହବ୍ୟାପି ଶ୍ରୀମଦ ଭାଗବତ କଥାମୃତ ଉଦଘାଟିତ
ସଇଁତଳା,୦୬/୦୯,(ଜେଏନଏସ), ସ୍ଥାନୀୟ ସଇଁତଳା ଗୋୟଲ୍ ପରିବାର ପକ୍ଷରୁ ସ୍ଥାନୀୟ ଭାଗବତ ମଣ୍ଡପଠାରେ ସପ୍ତାହ ବ୍ୟାପି ଶ୍ରୀମଦ ଭାଗବତ କଥାମୃତ କାର୍ଯ୍ୟକ୍ରମ ଉଦଘାଟିତ ହୋଇଛି । ଏହି ଅବସରରେ ଗୋୟଲ୍ ସମାଜ ଓ ମାରୱାଡ଼ି...
ଓମଭେଲି ସ୍କୁଲ ବେଆଇନ ସରକାରୀ ଜମି ଜବର ଦଖଲ ମାମଲାରେ ଉଚ୍ଚ ନ୍ୟାୟାଳୟଙ୍କ ଆଦେଶ
ଟିଟିଲାଗଡ଼,୦୬/୦୯,(ଜେଏନଏସ), ଟିଟିଲାଗଡ଼ ସହରରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପ ପାଇଁ ସରକାରୀ ଜମିର ଅଭାବ ରହିଥିବା ଦର୍ଶାଯାଉଥିବାବେଳେ ବହୁପରିମାଣରେ ସରକାରୀ ଜମି ଜବରଦଖଲରେ ଥିବା ଦେଖିବାକୁ ମିଳିଛି । ଟିଟିଲାଗଡ଼ ଥାନା ଚାହାଁରଭଟାଠାରେ ପ୍ଲଟ ନଂ...
ନୂଆଖାଇରେ ଦାଦନଙ୍କ ଘର ବାହୁଡ଼ା
ଟିଟିଲାଗଡ଼,୦୬/୦୯,(ଜେଏନଏସ), ମାଟିର ପର୍ବ ନୂଆଖାଇ ପାଇଁ ରାଜ୍ୟ ବାହାରୁ ଦାଦନଙ୍କ ଘର ବାହୁଡ଼ା ଆରମ୍ଭ ହୋଇଛି । ଭାଇଚାରାର ବାର୍ତ୍ତା ବହନ କରୁଥିବା ଗଣପର୍ବ ନୂଆଖାଇ ପେଟପାଇଁ ଭିଟାମାଟି ଛାଡ଼ି ଅନ୍ୟ ରାଜ୍ୟରେ...
ଲୋକୋ ପାଇଲଟ ନିଖୋଜ ଜିଆରପି ଥାନାରେ ମାମଲା ରୁଜୁ
ଟିଟିଲାଗଡ଼,୦୬/୦୯,(ଜେଏନଏସ), ଟିଟିଲାଗଡ଼ ରେଳ ବିଭାଗରେ କାର୍ଯ୍ୟରତ ଲୋକୋ ପାଇଲଟ ରଙ୍ଗବହାଦୁର ସିଂ ନିଖୋଜ ଥିବା ନେଇ ସ୍ଥାନୀୟ ଜିଆରପି ଥାନାରେ ଏକ ମାମଲା ରୁଜୁ ହୋଇଛି । ଏପରିକି ନିଖୋଜ ଲୋକୋ ପାଇଲଟଙ୍କ...