ଜିଲ୍ଲା
ଦର୍ଲୋ ଗ୍ରାମରେ ପୋଖରୀରେ ବୁଡ଼ି ବୃଦ୍ଧଙ୍କ ମୃତ୍ୟୁ
ଟିଟିଲାଗଡ଼,୨୦/୦୮(ଜେଏନ୍ଏସ୍): ଟିଟିଲାଗଡ଼ ଥାନା ଅନ୍ତର୍ଗତ ଦର୍ଲୋ ଗ୍ରାମର ପୋଖରୀରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଥିବା ସ୍ଥାନୀୟ ଥାନାରେ ଅଭିଯୋଗ ହୋଇଛି । ସୂଚନା ମତେ ଦର୍ଲୋ ଗ୍ରାମର କିଶୋର ଜାନୀ (୫୪) ଦୀର୍ଘଦିନରୁ...
ମାଲବାହୀ ଟ୍ରେନ ଆଗକୁ ଡେଇଁଲେ ପ୍ରେମୀ ଯୁଗଳ, ପ୍ରେମିକା ମୃତ, ପ୍ରେମିକ ଗୁରୁତର
ଟିଟିଲାଗଡ଼,୨୦/୦୮(ଜେଏନ୍ଏସ୍): ମାଲବାହୀ ଟ୍ରେନ ଆଗକୁ ଡେଇଁ ଏକ ପ୍ରେମୀ ଯୁଗଳ ଆତ୍ମହତ୍ୟା ଉଦ୍ୟମ କରି ନାବାଳିକା ପ୍ରେମିକାର ମୃତ୍ୟୁ ଘଟିଥିବା ଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସୂଚନା ଅନୁଯାୟୀ...
ସାହିତ୍ୟ ସଂସ୍କୃତି ପକ୍ଷରୁ ଗଙ୍ଗାଧର ଜୟନ୍ତୀ ପାଳିତ
ଟିଟିଲାଗଡ଼,୨୦/୦୮(ଜେଏନ୍ଏସ୍): ସ୍ଥାନୀୟ ଆଦିବାସୀ ଭବନ ପରିସରରେ ଟିଟିଲାଗଡ଼ ସାହିତ୍ୟ ସଂସ୍କୃତି ପକ୍ଷରୁ ଗଙ୍ଗାଧର ଜୟନ୍ତୀ ପାଳିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ଜ୍ୟୋତିପ୍ରକାଶ ଗଡତ୍ୟାଙ୍କ ସଭାପତିତ୍ଵରେ ଆୟୋଜିତ ସଭାରେ ସହାୟକ ଜିଲ୍ଲାପାଳ ସନ୍ଦୀପ...
ସିଦ୍ଧି ବିନାୟକ ବିଦ୍ୟା ମନ୍ଦିରରେ ରକ୍ଷାବନ୍ଧନ କାର୍ଯ୍ୟକ୍ରମ
ଟିଟିଲାଗଡ଼,୧୯/୦୮(ଜେଏନ୍ଏସ୍): ସ୍ଥାନୀୟ ଅଞ୍ଚଳରେ ଶିକ୍ଷା ପ୍ରଦାନରେ ଅଗ୍ରଣୀ ଭୂମିକା ତୁଲାଇଥିବା ସିଦ୍ଧି ବିନାୟକ ବିଦ୍ୟାମନ୍ଦିର ପରିସରରେ ରକ୍ଷାବନ୍ଧନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ବଣିକ ସଂଘ ସଭାପତି ଶମ୍ଭୁ ପ୍ରସାଦ ଗୋଏଲ...
ଜେଏସଏମ କମର୍ସ ଡିଗ୍ରୀ କଲେଜର ଚତୁର୍ଥ ସମାବର୍ତ୍ତନ ସମାରୋହ
ବଲାଙ୍ଗିର,୧୯/୦୮(ଜେଏନ୍ଏସ୍): ବଲାଙ୍ଗିର ଜେଏସଏମ୍ କମର୍ସ ଡିଗ୍ରୀ କଲେଜର ଚତୁର୍ଥ ସମାବର୍ତ୍ତନ ସମାରୋହ ରବିବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ବଲାଙ୍ଗିର ଲୋକସଭା ସାଂସଦ ସଙ୍ଗୀତା କୁମାରୀ ସିଂଦେଓ ମୁଖ୍ୟ ଅତିଥି, ଏସ୍ଆଇଏଚଏମ୍ ଅଧ୍ୟକ୍ଷ...