ଜିଲ୍ଲା
ବିଧାୟକଙ୍କ ଦ୍ଵାରା କାଉଡ଼ିଆଙ୍କୁ ଅନ୍ନପ୍ରସାଦ ବଣ୍ଟନ
ଟିଟିଲାଗଡ଼,୧୧/୦୮ (ଜେଏନ୍ଏସ୍) : ପ୍ରସିଦ୍ଧ ଶୈବପୀଠ ବାବା ଧବଳେଶ୍ୱର ମନ୍ଦିର ପରିସରରେ ଶ୍ରାବଣ ମାସ ସୋମବାରରେ ଜଳଲାଗି କରିବାକୁ କାଉଡ଼ିଆଙ୍କ ଭିଡ଼ ଲାଗିରହିଥିବା ଦେଖିବାକୁ ମିଳିଛି । ଏହି ଅବସରରେ ସ୍ଥାନୀୟ ବିଧାୟକ...
ଡକ୍ଟର ପ୍ରତିମରଣୀ ମିଶ୍ରଷଡଙ୍ଗୀଙ୍କର ୧୧ ଖଣ୍ଡ ପୁସ୍ତକ ଚନ୍ଦ୍ରଶେଖରପୁର ସାହିତ୍ୟ ସଂସଦ ଦ୍ୱାରା ଲୋକାର୍ପିତ ।
ଭୁବନେଶ୍ୱର :୧୦/୦୮/୨୪(ଜେଏନ୍ଏସ୍): ନିଜର ଗଭୀର ଅନୁଭୂତିକୁ ସୂକ୍ଷ୍ମାତିସୂକ୍ଷ୍ମ ଭାବରେ ବିଶ୍ଳେଷଣ କରି ତାକୁ କଳାତ୍ମକ ଶୈଳୀରେ ଉପସ୍ଥାପନା କରିବା ହେଉଛି ସାହିତ୍ୟ ସର୍ଜନକାରୀମାନଙ୍କର ସମାଜ ପ୍ରତି ଅମୂଲ୍ୟ ଅବଦାନ । ସେହି ଅବଦାନର...
ଜାତିଆଣ ଆକ୍ଷେପ ଅଭିଯୋଗରେ ଯୁବକ ଗିରଫ
ସଇଁତଳା,୧୦/୦୮(ଜେଏନ୍ଏସ୍) : ସଇଁତଲା ଥାନା ଅନ୍ତର୍ଗତ କେରମେଲି ପଞ୍ଚାୟତ ଲାଚୁଟ ଗାଁ ନିବାସୀ ଶରତ ସାହୁ (୩୪)ଙ୍କୁ ଜାତିଆଣଭାବ ଆକ୍ଷେପ ଅଭିଯୋଗରେ ସଇଁତଳା ପୁଲିସ ଗିରଫ କରିଛି । ସୂଚନା ଅନୁଯାୟୀ ଆଦିବାସୀ...
ଜାତୀୟ କୃମିନାଶକ ଦିବସ ପାଳିତ
ସଇଁତଳା,୧୦/୦୮(ଜେଏନ୍ଏସ୍) : ସଇଁତଳା ପଞ୍ଚାୟତ ବେସିସ ସ୍କୁଲ ପରିସରରେ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ପକ୍ଷରୁ ଜାତୀୟ କୃମିନାଶକ ଦିବସ ପାଳିତ ହୋଇଯାଇଛି । ଆଇସିଡିଏସ୍ ବିଭାଗର ସିଡିପିଓ ଗୋଲାପୀ ନାଏକଙ୍କ ନିର୍ଦେଶ...
ପଞ୍ଚାୟତ କାର୍ଯ୍ୟାଳୟରେ ମହିଳାଙ୍କୁ ଅସଦାଚରଣ ଅଭିଯୋଗ ; କାର୍ଯ୍ୟନିର୍ବାହୀ ଅଧିକାରୀ ଗିରଫ ।
ଟିଟିଲାଗଡ଼,୧୦/୦୮(ଜେଏନ୍ଏସ୍) : ସଇଁତଳା ବ୍ଲକ ଅନ୍ତର୍ଗତ ଡ଼େଙ୍ଗ ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ ଅକ୍ଷୟ ମହାନ୍ତି ନିଜ କାର୍ଯ୍ୟାଳୟ ପରିସରରେ ଜଣେ ହିତାଧିକାରୀ ମହିଳାଙ୍କୁ ଅସଦାଚରଣ କରିଥିବା ଅଭିଯୋଗରେ ଗିରଫ ହୋଇ ଜେଲ ଯାଇଛନ୍ତି...