Wednesday, September 17, 2025

ଜିଲ୍ଲା

ସୌର ଚାଳିତ ମିଲେଟ ପ୍ରକ୍ରିୟାକରଣ କେନ୍ଦ୍ର ଉଦଘାଟିତ

ଟିଟିଲାଗଡ଼,୨୦/୦୯,(ଜେଏନଏସ),ଟିଟିଲାଗଡ ବ୍ଲକ ବାଞ୍ଜିପଦର ପଞ୍ଚାୟତ ଅନ୍ତର୍ଗତ ମାଥନପଲା ଠାରେ ସୌରଚାଳିତ ମିଲେଟ ପ୍ରକ୍ରିୟାକରଣ କେନ୍ଦ୍ର ଉଦଘାଟିତ ହୋଇଯାଇଛି । କାର୍ଯ୍ୟକ୍ରମରେ ନାବାର୍ଡ ଡିଡ଼ିଏମ୍ ବିବେକ କୁମାର ନାୟକ ମୁଖ୍ୟଅତିଥି, ସେଲକୋ କମ୍ପାନୀ ଶାଖା...

ଟିଟିଲାଗଡ଼ରେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ

ଟିଟିଲାଗଡ଼,୨୦/୦୯,(ଜେଏନଏସ), ସ୍ଥାନୀୟ ପୌର ପରିଷଦ କଲ୍ୟାଣ ମଣ୍ଡପ ପରିସରରେ ଭାରତୀୟ ଜନତା ପାର୍ଟି ଯୁବମୋର୍ଚ୍ଚା ପକ୍ଷରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ଟିଟିଲାଗଡ଼ ବିଧାୟକ ନବୀନ ଜୈନ ମୁଖ୍ୟଅତିଥି...

ଭାରତ ବିକାଶ ପରିଷଦ ପକ୍ଷରୁ ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତା

ଟିଟିଲାଗଡ଼,୧୭/୦୯,(ଜେଏନଏସ),ଟିଟିଲାଗଡ଼ ଭାରତ ବିକାଶ ପରିଷଦ ପକ୍ଷରୁ ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ରାଷ୍ଟ୍ରୀୟ ସମୂହଗାନ ଏବଂ ସମୂହ ଲୋକସଙ୍ଗୀତ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଯାଇଛି । ଆୟୋଜିତ ପ୍ରତିଯୋଗିତାରେ ସ୍ଥାନୀୟ...

ସୁଭଦ୍ରା ଯୋଜନାର ଶୁଭାରମ୍ଭ କାର୍ଯ୍ୟକ୍ରମ

ଟିଟିଲାଗଡ଼,୧୭/୦୯,(ଜେଏନଏସ), ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ଗସ୍ତରେ ଆସି ରାଜ୍ୟର ଏକ କୋଟିରୁ ଅଧିକ ମହିଳା ସଶକ୍ତି କରଣ ପାଇଁ ଉଲ୍ଲେଖ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିଛନ୍ତି । ଏହି ପରିପ୍ରେକ୍ଷୀରେ ସ୍ଥାନୀୟ...

ଟିଟିଲାଗଡ଼ ବିଧାୟକ ନବୀନ ଜୈନଙ୍କ ପ୍ରମୁଖ ସହଯୋଗୀ ବିରଞ୍ଚି ସାହୁଙ୍କ ଦେହାନ୍ତ

ଟିଟିଲାଗଡ଼,୧୬/୦୯,(ଜେଏନଏସ),ଟିଟିଲାଗଡ଼ ବିଜେପି ଦଳର କର୍ମକର୍ତ୍ତା ତଥା ବିଧାୟକ ନବୀନ ଜୈନଙ୍କ ପ୍ରମୁଖ ସହଯୋଗୀ ବିରଞ୍ଚି ସାହୁଙ୍କ ସୋମବାର ରାତିରେ ହୃଦଘାତରେ ଦେହାନ୍ତ ଘଟିଛି । ସୂଚନା ଅନୁଯାୟୀ ସୋମବାର ସନ୍ଧ୍ୟାରେ ଟିଟିଲାଗଡ଼ ରୁ...

Popular

Subscribe

spot_imgspot_img

Important: Unauthorized Copying Prohibited

This website and its content are protected by copyright law. Any unauthorized copying, reproduction, or distribution of the materials contained herein is strictly prohibited and may result in legal action.

For permissions or inquiries, please contact us directly.