ଜିଲ୍ଲା
“ଏକ ପେଡ଼ ମା କେ ନାମ” କାର୍ଯ୍ୟକ୍ରମ ଅନୁଷ୍ଠିତ
ଟିଟିଲାଗଡ଼,୧୨/୦୭ (ଜେଏନ୍ଏସ୍), ୭୫ ତମ ବନମହୋତ୍ସବ ପାଳନ ଅବସରରେ ସ୍ଥାନୀୟ ସରସ୍ଵତୀ ଶିଶୁ ମନ୍ଦିର ପରିସରରେ "ଏକ ପେଡ ମାଁ କେ ନାମ" ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟଅତିଥି...
ଟିଟିଲାଗଡ଼ ବିଧାୟକଙ୍କ ଦ୍ଵାରା ଛାତ୍ରଛାତ୍ରୀଙ୍କୁ ପୁସ୍ତକ ବଣ୍ଟନ
ଟିଟିଲାଗଡ଼,୧୨/୦୭ (ଜେଏନ୍ଏସ୍), ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଛାତ୍ରଛାତ୍ରୀଙ୍କୁ ଶୁକ୍ରବାର ପୁସ୍ତକ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ସ୍ଥାନୀୟ ବିଧାୟକ ନବୀନ...
ଭିଜିଲାନ୍ସ ଜାଲରେ ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ : ୫୦ ହଜାର ଲାଞ୍ଚ ଟଙ୍କା ସହ ଗିରଫ କଲା ଭିଜିଲାନ୍ସ
ବଲାଙ୍ଗିର,୧୨/୦୭(ଜେଏନ୍ଏସ୍), ଓଡ଼ିଶାର ଉପ ମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ ବଲାଙ୍ଗିର ଜିଲ୍ଲାରେ ସମୀକ୍ଷା ବୈଠକ କରି ପିସି କାରବାର ବନ୍ଦ କରିବାକୁ ନିର୍ଦ୍ଦେଶ କରିଥିଲେ । ତେବେ ତାଙ୍କ ନିର୍ଦ୍ଦେଶକୁ ୨୪ଘଣ୍ଟା ନ ପୁରୁଣୁ...
ଗଣତନ୍ତ୍ରର ଚତୁର୍ଥସ୍ତମ୍ଭ ଗଣମାଧ୍ୟମ ସରକାରଙ୍କ ଆଖି ଓ କାନ ହୋଇଥାଏ : କନକବର୍ଦ୍ଧନ ସିଂଦେଓ
ବଲାଙ୍ଗିର,୧୧/୦୭(ଜେଏନ୍ଏସ୍), ଗଣତନ୍ତ୍ରର ଚତୁର୍ଥସ୍ତମ୍ଭ କୁହାଯାଉଥିବା ଗଣମାଧ୍ୟମ ହିଁ ସରକାରଙ୍କ ଆଖି ଓ କାନ ହୋଇଥାଏ । ଗଣମାଧ୍ୟମ ସରକାରଙ୍କ କାର୍ଯ୍ୟକଳାପକୁ ତିକ୍ଷ୍ଣନଜର ରଖିଥାଏ ଓ ତୃଟିବିଚ୍ୟୁତି ହେଲେ ଲୋକଲୋଚନକୁ ଆଣିଥାଏ । ସେହି...
ଭାଜପା ସରକାର ଲୋକଙ୍କ ସରକାର ଓ ଲୋକଙ୍କ ପାଇଁ ଉତ୍ସର୍ଗୀକୃତ : ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂ ଦେଓ
ବଲାଙ୍ଗିର, ୧୧/୦୭(ଜେଏନ୍ଏସ୍), ଆଜି ପୂର୍ବାହ୍ନରେ ଡିଏଫ୍ଓଙ୍କ ସମ୍ମିଳନୀ କକ୍ଷଠାରେ ଓଡ଼ିଶା ସରକାରଙ୍କ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂଦେଓଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ଜିଲ୍ଲାର...