Thursday, September 18, 2025

ବଲାଙ୍ଗିର

ରେଳ ଷ୍ଟେସନ ପରିସରରୁ ବିଦେଶୀ ମଦ ଜବତ : ୧ ଗିରଫ

ଟିଟିଲାଗଡ଼,୩୦/୦୯,(ଜେଏନଏସ), ଟିଟିଲାଗଡ଼ ରେଳ ଷ୍ଟେସନ ପରିସରରୁ ୩୯ ବୋତଲ ବିଦେଶୀ ମଦ ଜବତ ସହ ଅଭିଯୁକ୍ତକୁ ରେଳ ସୁରକ୍ଷା ବଳ ପୁଲିସ ଗିରଫ କରିଛି । ସୂଚନା ଅନୁଯାୟୀ ଆନ୍ଧ୍ରପ୍ରଦେଶ ପାର୍ବତୀପୁରମ୍ ଜିଲ୍ଲା...

ଛତୁଆ ବଣ୍ଟନରେ ଅନିୟମିତତା ଅଭିଯୋଗ

ଟିଟିଲାଗଡ଼,୩୦/୦୯,(ଜେଏନଏସ), କେନ୍ଦ୍ର ଏବଂ ରାଜ୍ୟ ସରକାର ଗର୍ଭବତୀ ତଥା ପ୍ରସୂତି ମହିଳା, ୩ ବର୍ଷରୁ ଓ ୬ ବର୍ଷ ମଧ୍ୟରେ ଶିଶୁଙ୍କ ଅପପୃଷ୍ଟି ଜନିତ ଦୁର୍ବଳତା, ମୃତ୍ୟୁହାର ରୋକିବା ପାଇଁ ଅଙ୍ଗନବାଡ଼ି କେନ୍ଦ୍ର...

ସିହିନି ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପିଏମ୍ ଶ୍ରୀ ରେ ସାମିଲ

ଟିଟିଲାଗଡ଼,୩୦/୦୯,(ଜେଏନଏସ), ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ବ୍ଲକ ଅନ୍ତର୍ଗତ ସିହିନି ଉନ୍ନୀତ ଉଚ୍ଚ ବିଦ୍ୟାଳୟ କେନ୍ଦ୍ର ସରକାରଙ୍କ ୨୦୨୪-୨୫ ପିଏମ୍ ଶ୍ରୀ ଯୋଜନାରେ ସାମିଲ ହୋଇଛି । ଏହି ଯୋଜନା ଅନ୍ତର୍ଗତ ଚତୁର୍ଥ ପର୍ଯ୍ୟାୟରେ...

‘ସଫାଇମିତ୍ର’ ସୁରକ୍ଷା ଶିବିର

ସଇଁତଳା,୨୮/୦୯,(ଜେଏନଏସ), ସ୍ଥାନୀୟ ପଞ୍ଚାୟତ ସମିତି ସଇଁତଳା କାର୍ଯ୍ୟାଳୟ ପରିସରରେ ଶନିବାର 'ସ୍ୱଚ୍ଛତା ହିଁ ସେବା' କାର୍ଯ୍ୟକ୍ରମ ଅନ୍ତର୍ଗତ "ସଫାଇ ମିତ୍ର" ସୁରକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିନୟ...

ସମୃଦ୍ଧି ସମାଜ ପକ୍ଷରୁ ‘ନୂଆଖାଇ ଭେଟଘାଟ’

ଟିଟିଲାଗଡ଼,୨୮/୦୯,(ଜେଏନଏସ),ଟିଟିଲାଗଡ଼ ବୈଶ୍ନୋଦେବୀ ନଗର ସମୃଦ୍ଧି ସମାଜ ପକ୍ଷରୁ 'ନୂଆଖାଇ ଭେଟଘାଟ' କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ବିଦ୍ୟାଧର ବାଗଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ଟିଟିଲାଗଡ଼ ବିଧାୟକ ନବୀନ ଜୈନ ମୁଖ୍ୟ...

Popular

Subscribe

spot_imgspot_img

Important: Unauthorized Copying Prohibited

This website and its content are protected by copyright law. Any unauthorized copying, reproduction, or distribution of the materials contained herein is strictly prohibited and may result in legal action.

For permissions or inquiries, please contact us directly.