ସ୍ବାସ୍ଥ୍ୟ
ପ୍ରଜାପିତା ବ୍ରହ୍ମାକୁମାରୀ ଅନୁଷ୍ଠାନ ପକ୍ଷରୁ ଜେଲ ଅନ୍ତେବାସୀଙ୍କୁ ରାଜଯୋଗ ପ୍ରଶିକ୍ଷଣ।
ଟିଟିଲାଗଡ଼,୨୨/୬(ଜେଏନ୍ଏସ୍), ଆନ୍ତର୍ଜାତିକ ଯୋଗ ଦିବସ ଅବସରରେ ସ୍ଥାନୀୟ ପ୍ରଜାପିତା ବ୍ରହ୍ମା କୁମାରୀ ଅନୁଷ୍ଠାନ ପକ୍ଷରୁ ଜେଲ ଅନ୍ତେବାସିଙ୍କ ପାଇଁ ରାଜଯୋଗ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଜେଲ ଅନ୍ତେବାସୀମାନେ କିପରି ଶାରୀରିକ...
ଏସ୍.ସି.ଡ଼ି ଚକ୍ଷୁ ଚିକିତ୍ସାଳୟରେ ରେଟିନା ପରୀକ୍ଷଣ ଯନ୍ତ୍ର ଲୋକାର୍ପିତ ।
ଟିଟିଲାଗଡ଼,୨୨/୬(ଜେଏନ୍ଏସ୍), ଟିଟିଲାଗଡ଼, ପିପଲପଦର ସ୍ଥିତ ଏସ୍.ସି.ଡ଼ି ଚକ୍ଷୁଚିକିତ୍ସାଳୟରେ ରେଟିନା ପରୀକ୍ଷଣ ଯନ୍ତ୍ର ଶନିବାର ଲୋକାର୍ପିତ ହୋଇଛି । ପ୍ରକାଶ ଯେ, ଦୀର୍ଘ ବର୍ଷରୁ ଏହି ଚିକିତ୍ସାଳୟରେ ଚକ୍ଷୁ ଚିକିତ୍ସା ସହ ଅସ୍ତ୍ରୋପଚାର ହୋଇଆସୁଥିଲା...
ଦାଦିଜୀ ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ
ଟିଟିଲାଗଡ଼,୨୧/୬(ଜେଏନ୍ଏସ୍), ଟିଟିଲାଗଡ଼, ଦାଦିଜୀ ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲ ପରିସରରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି। ବିଦ୍ୟାଳୟର ଉପାଧ୍ୟକ୍ଷ ପିତାମ୍ବର ଶର୍ମା ଦୈନନ୍ଦିନ ଜୀବନରେ ଯୋଗର ଗୁରୁତ୍ୱକୁ ନେଇ ଆଲୋଚନା...
ଆନ୍ତର୍ଯ୍ୟାତିକ ଯୋଗଦିବସ ପାଳିତ… ମନ ଓ ଶରୀରର ସୁସ୍ଥତା ପାଇଁ ଦିନଚର୍ଯ୍ୟାରେ ଯୋଗକୁ ସାମିଲ କରନ୍ତୁ : ସ୍ୱାସ୍ଥ୍ୟ ମନ୍ତ୍ରୀ
ବଲାଙ୍ଗିର,୨୧ା୬(ଜେଏନ୍ଏସ୍) ଆଜି ସାରା ବିଶ୍ୱରେ ଆନ୍ତର୍ଯ୍ୟାତିୟ ଯୋଗଦିବସ ପାଳିତ ହୋଇଯାଇଛି । ସେହିକ୍ରମରେ ବଲାଙ୍ଗିରର ବିଭିନ୍ନ ସ୍ଥାନରେ ମଧ୍ୟ ଯୋଗଦିବସ ପାଳିତ ହୋଇଛି । ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟମ ଠାରେ ଜିଲ୍ଲାପ୍ରଶାସନ ଆନୁକୂଲ୍ୟରେ...