ରେଲୱେ ଓଭରବ୍ରିଜ ନିକଟରୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

0
331

ସଇଁତଳା (ଜେଏନ୍ଏସ୍), ବଲାଙ୍ଗିର ଜିଲ୍ଲା ସଇଁତଳା ବ୍ଲକ ଅନ୍ତର୍ଗତ ଜଲିଆ ରେଲୱେ ଓଭରବ୍ରିଜ ଠାରେ ଜଣେ ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର କରାଯାଇଛି ।ପରିପାର୍ଶ୍ଵିକ ସ୍ଥିତିରୁ ମୃତ ବ୍ୟକ୍ତି ଜଣକ ରେଳ ଧାରଣାରେ ଯାଉଥିବା ବେଳେ ଟ୍ରେନ ଧକ୍କା ରେ ତଳକୁ ଖସି ପଡିଥିବା ଅନୁମାନ କରାଯାଇଛି । ମୃତକଙ୍କ ପରିଚୟ ଜଣା ପଡ଼ି ନ ଥିବା ବେଳେ ପୁଲିସ ଶବ ଜବତ କରି ତଦନ୍ତ ଜାରି ରଖିଛି । ବ୍ୟବଚ୍ଛେଦ ପରେ ମୃତ୍ୟୁର ପ୍ରକୃତ କାରଣ ଜଣା ପଡ଼ିବା ନେଇ ପୁଲିସ ସୂଚନା ଦେଇଛି ।

LEAVE A REPLY

Please enter your comment!
Please enter your name here