ରାଜବୈଦ୍ୟ ଚିନ୍ତାମଣି ବେହେରା ସ୍ମୃତି ପରିଷଦର ପ୍ରତିଭା ଚୟନ କମିଟି ଗଠନ ।

0
98

ବଲାଙ୍ଗିର,୨୮/୦୭(ଜେଏନ୍ଏସ୍): ରାଜବୈଦ୍ୟ ଚିନ୍ତାମଣି ବେହେରା ସ୍ମୃତି ପରିଷଦର ଏକ ପ୍ରତିଭା ଚୟନ କମିଟି ଗଠନ ହୋଇଯାଇଛି । ପରିଷଦର ବ୍ରଜକୃଷ୍ଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ଏହି କମିଟି ଆଗାମୀ ଦିନରେ ହେବାକୁଥିବା ଅନୁଷ୍ଠାନର ବାର୍ଷିକ ଉତ୍ସବ ପାଇଁ ଅଞ୍ଚଳର ବିଭିନ୍ନ ପ୍ରତିଭାଙ୍କୁ ଚୟନ କରି ସମ୍ମାନିତ କରିବ । ଆୟୋଜିତ କାର୍ଯ୍ୟକ୍ରମରେ ଅନୁଷ୍ଠାନର ଉପସଭାପତି ବୈଦ୍ୟ ଶିରୋମଣି ଝସକେତନ ଗୁରୁ, ସମ୍ପାଦକ ନବ କିଶୋର ବେହେରା, ବରିଷ୍ଠ ସଦସ୍ୟ ଦୁର୍ବାଦଳ ଘିବେଲା, ପ୍ରଭାତ କୁମାର ମିଶ୍ର ଉପଦେଷ୍ଟା ଶାନ୍ତନୁ କୁମାର ପୂଜାହାରୀ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here