ବଲାଙ୍ଗିର
ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ରକ୍ତଦାନ ଶିବିର
ଟିଟିଲାଗଡ଼,୧୬/୦୬/୨୦୨୫(ଜେ.ଏନ୍.ଏସ୍.), ସ୍ଥାନୀୟ ମହାବୀର ପଞ୍ଚାୟତ ଧର୍ମଶାଳା ପରିସରରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେଓଙ୍କ ଜନ୍ମ ଦିବସ ଅବସରରେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ଯୁବମୋର୍ଚ୍ଚା ସଂଯୋଜକ...
କାଗଜ କଲମରେ ସୀମିତ ରୋଗୀ କଲ୍ୟାଣ ସମିତି
ଟିଟିଲାଗଡ଼,୧୪/୦୬/୨୦୨୫(ଜେ.ଏନ୍.ଏସ୍.),ଟିଟିଲାଗଡ଼ ଡାକ୍ତରଖାନାର ରୋଗୀ କଲ୍ୟାଣ ସମିତି ଦଶନ୍ଧି ଦଶନ୍ଧି ଧରି କେବଳ କାଗଜ କଲମରେ ସୀମିତ ରହିଥିବା ଦେଖିବାକୁ ମିଳିଛି । ଟିଟିଲାଗଡ଼ ଉପଖଣ୍ଡ ଡାକ୍ତରଖାନାକୁ ଜିଲ୍ଲା ସ୍ତରୀୟ ଡାକ୍ତରଖାନାର ମାନ୍ୟତା ଦେବାକୁ...
ଅଖିଳ ଭାରତୀୟ ଆଦିବାସୀ ମହାସଭା ପକ୍ଷରୁ ଦାବିପତ୍ର ପ୍ରଦାନ
ଟିଟିଲାଗଡ଼,୧୪/୦୬/୨୦୨୫(ଜେ.ଏନ୍.ଏସ୍.),ଟିଟିଲାଗଡ଼ ଅଖିଳ ଭାରତୀୟ ଆଦିବାସୀ ମହାସଭା ପକ୍ଷରୁ ବିଭିନ୍ନ ଦାବୀ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଦାବୀପତ୍ର ପ୍ରଦାନ କରାଯାଇଛି । ସଂଘର ଆହ୍ଵାନରେ ବହୁସଂଖ୍ୟାରେ ଆଦିବାସୀ ଏକତ୍ରିତ ହୋଇ ସ୍ଥାନୀୟ ବସ ଷ୍ଟେସନ ଠାରୁ...
ଟ୍ରେନ ରୁ ସୁନା ଚୋରୀ କରୁଥିବା ସାନସି ଗ୍ୟାଙ୍ଗ ସଦସ୍ୟ ଗିରଫ
ଟିଟିଲାଗଡ଼,୧୩/୦୬/୨୦୨୫(ଜେ.ଏନ୍.ଏସ୍.), ଟ୍ରେନରୁ ଯାତ୍ରୀଙ୍କ ସୁନା ଚୋରୀ କରୁଥିବା ଗ୍ୟାଙ୍ଗର ଜଣେ ସଦସ୍ୟକୁ ହରିଆଣାରୁ ଗିରଫ କରିବାରେ ଟିଟିଲାଗଡ଼ ଜିଆରପି ସଫଳ ହୋଇଛି । ଏଥିସହ ଏହି ରାକେଟର ପର୍ଦ୍ଦାଫାଶ କରିବାକୁ ଟିଟିଲାଗଡ଼ ଜିଆରପି...
ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ପ୍ରତିଯୋଗୀତା ଅନୁଷ୍ଠିତ
ଟିଟିଲାଗଡ଼,୧୧/୦୬/୨୦୨୫(ଜେ.ଏନ୍.ଏସ୍.), ସ୍ଥାନୀୟ ପୌର ପରିଷଦ କୁମୁଡ଼ା କଲ୍ୟାଣ ମଣ୍ଡପ ପରିସରରେ ବ୍ଲକ ସ୍ତରୀୟ ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ନବୀନ ଜୈନ ମୁଖ୍ୟଅତିଥି,...