ଟିଟିଲାଗଡ଼ରେ ନୂତନ ପୌରନିର୍ବାହୀ ଅଧିକାରୀଙ୍କ ଯୋଗଦାନ

0
67

ଟିଟିଲାଗଡ଼,୨୬/୧୦,(ଜେଏନ୍ଏସ୍) ଟିଟିଲାଗଡ଼ ପୌରପରିଷଦର ନୂତନ ନିର୍ବାହୀ ଅଧିକାରୀ ଭାବରେ ଶୁକ୍ରବାର ସନ୍ଦୀପ ଚନ୍ଦ୍ରକାର ଯୋଗଦେଇଛନ୍ତି । ଶ୍ରୀ ଚନ୍ଦ୍ରକାର ପୂର୍ବରୁ ସହକାରୀ ଜିଲ୍ଲାପାଳ ଭାବରେ ଟିଟିଲାଗଡ଼ରେ କାର୍ଯ୍ୟରତ ଥିବାବେଳେ ବର୍ତ୍ତମାନ ପୌର ନିର୍ବାହୀ ଅଧିକାରୀ ଭାବରେ ପୂର୍ବ ଅଧିକାରୀ ଜୟସେନ ଧରୁଆଙ୍କ ଠାରୁ ଦାୟିତ୍ଵ ଗ୍ରହଣ କରିଛନ୍ତି । ପୌରାଧ୍ୟକ୍ଷା ଶ୍ରୀମତି ମମତା ଜୈନଙ୍କ ସହ ସମସ୍ତ ପୌର କର୍ମଚାରୀ ତାଙ୍କୁ ସ୍ଵାଗତ କରିଥିବା ବେଳେ ଟିଟିଲାଗଡ଼ ସହରର ବିକାଶକୁ ପ୍ରାଥମିକତା ଦେଇ କର୍ଯ୍ୟତୁଲାଇବାକୁ ଶ୍ରୀ ଚାନ୍ଦ୍ରକାର ପ୍ରକାଶ କରିଛନ୍ତି । 

LEAVE A REPLY

Please enter your comment!
Please enter your name here