‘ସଫାଇମିତ୍ର’ ସୁରକ୍ଷା ଶିବିର

0
109

ସଇଁତଳା,୨୮/୦୯,(ଜେଏନଏସ), ସ୍ଥାନୀୟ ପଞ୍ଚାୟତ ସମିତି ସଇଁତଳା କାର୍ଯ୍ୟାଳୟ ପରିସରରେ ଶନିବାର ‘ସ୍ୱଚ୍ଛତା ହିଁ ସେବା’ କାର୍ଯ୍ୟକ୍ରମ ଅନ୍ତର୍ଗତ “ସଫାଇ ମିତ୍ର” ସୁରକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିନୟ ଭୋଇଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଵିଆରସି ଆଶୁତୋଷ ପଟେଲ, ଏଇଇ ସନ୍ତୋଷ ବେହେରା, ଏପିଓ ବନଜା ଦାସ ପ୍ରମୁଖ ଯୋଗଦେଇ ଉପସ୍ଥିତ ମିଶନଶକ୍ତି ଓ ସ୍ଵୟଂ ସହାୟକ ଗୋଷ୍ଠୀ ମହିଳାଙ୍କୁ ସଚେତନ କରିଥିଲେ। ପରିବେଶ ସୁରକ୍ଷା ସହ ସ୍ଵଚ୍ଛତା ଅବଲମ୍ବନକୁ ନେଇ ଅଧିକାରୀମାନେ ଉପସ୍ଥିତ ସଦସ୍ୟ/ସଦସ୍ୟାଙ୍କୁ ସଚେତନ କରିଥିଲେ ।ଏହି ଅବସରରେ ସ୍ଵୟଂ ସହାୟକ ଗୋଷ୍ଠୀ ସଦସ୍ୟାଙ୍କୁ ଜେକେଟ ଓ ଗ୍ଲୋବ ବଣ୍ଟନ କରାଯାଇଥିଲା । 

LEAVE A REPLY

Please enter your comment!
Please enter your name here