ଟିଟିଲାଗଡ଼ ୧୯୭୮ ମ୍ୟାଟ୍ରିକ ବ୍ୟାଚର ବନ୍ଧୁ ମିଳନ

0
67

ଟିଟିଲାଗଡ଼,୨୬/୧୧,(ଜେଏନ୍ଏସ୍),ଟିଟିଲାଗଡ଼ ସରକାରୀ ବାଳକ ହାଇ ସ୍କୁଲ ୧୯୭୮ ବ୍ୟାଚ୍ ର ବନ୍ଧୁମିଳନ ସହର ନିକଟସ୍ଥ ଝାରଦେବନ୍ଧ ଠାରେ ହୋଇଯାଇଛି । ପ୍ରଥମେ ବନ୍ଧୁ ଏକତ୍ରିତ ହୋଇ ସହରର ଅଧିଷ୍ଠାତ୍ରୀ ଦେବୀ ମା ଘଣ୍ଟା ଶୁଣିଙ୍କ ଦର୍ଶନ କରିଥିଲେ । ଦୀର୍ଘ ୪୫ ବର୍ଷର ପରସ୍ପର ଅନୁଭୂତି ପୁରୁଣା ସ୍ମୃତିକୁ ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମ ଉଜ୍ଜୀବିତ କରିଥିବା ଯୋଗୁଁ ଆୟୋଜକଙ୍କ ପ୍ରୟାସକୁ ସମସ୍ତେ ପ୍ରଶଂସା କରିଥିଲେ । ଆଗାମୀ ଦିନରେ ଏହି ଵ୍ୟାଚ ପକ୍ଷରୁ ସହର ମଧ୍ୟରେ ବିଭିନ୍ନ ସାମାଜିକ ଓ ସଚେତନତା ମୂଳକ କାର୍ଯ୍ୟକ୍ରମ କରାଯିବାକୁ ନିଷ୍ପତ୍ତି  ଗୃହୀତ ହୋଇଥିଲା । କାର୍ଯ୍ୟକ୍ରମରେ ପରମାନନ୍ଦ ହୋତା, ଉତ୍ତମ ଦେ, ଯତୀନ ଦର୍ଜି, ସୁନିଲ ଅଗ୍ରୱାଲ, ସୁବୋଧ ଦାସ, ତୁଳସିରାମ ବେହେରା, ଧବଳେଶ୍ଵର ଦଳବେହେରା, ସଞ୍ଜୟ ରାୟ ଚୌଧୁରୀ ପ୍ରମୁଖଙ୍କ ସହ ବହୁ ବନ୍ଧୁ ସାମିଲ ହୋଇଥିଲେ । 

LEAVE A REPLY

Please enter your comment!
Please enter your name here