ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ଙ୍କ ସହ ଜନ୍ମଦିନ ପାଳନ

ଟିଟିଲାଗଡ,୨୫/୦୭(ଜେଏନଏସ), ଦେଶ ମାତୃକାର ସେବା ରେ ନିୟୋଜିତ ଯବାନ ସୂମିର ଦାସ ଦିବ୍ୟାଙ୍ଗ ଛାତ୍ର ଛାତ୍ରୀ ଙ୍କ ଗହଣ ରେ କନ୍ୟା ଆୟୁଷି ର ଜନ୍ମ ଦିନ ପାଳନ କରିଛନ୍ତି। ସ୍ଥାନୀୟ ନେହେରୁନଗର ସ୍ଥିତ ଏସ ସି ଡି ଦିବ୍ୟାଙ୍ଗ ଛାତ୍ରାବାସ ପରିସରରେ ଛାତ୍ରଛାତ୍ରୀ ଙ୍କ ସହ ଏକ ଭିନ୍ନ ଢ଼ଙ୍ଗରେ ଏହା ପାଳିତ ହୋଇଥିଲା।ଏହି ଅବସରରେ ସାମ୍ବାଦିକ ସୁଧିର ଦାସ,କାଉନସିଲର ସୁନିତା ଦାସ, ଶଙ୍କର ଦାସ ପ୍ରମୁଖ ଙ୍କ ସହ ପରିବାର ସଦସ୍ୟ ଉପସ୍ଥିତ ଥିଲେ।ନିଆରା ଢଙ୍ଗରେ ପାଳିତ ଏହି କାର୍ଯ୍ୟକ୍ରମ କୁ ବିଭିନ୍ନ ମହଲରେ ସ୍ଵାଗତ କରାଯାଇଛି।

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe
- Advertisement -spot_img

Latest Articles