ଆନ୍ତର୍ଜାତୀୟ ମାତୃଭାଷା ଦିବସ ପାଳିତ

ଟିଟିଲାଗଡ,୨୧/୨(ଜେଏନଏସ), ଟିଟିଲାଗଡ ଡିଏଭି ସ୍ଵୟଂଶାସିତ ମହାବିଦ୍ୟାଳୟ ରେ ଆନ୍ତର୍ଜାତୀୟ ମାତୃଭାଷା ଦିବସ ପାଳିତ ହୋଇଯାଇଛି।ଆୟୋଜିତ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡ଼.ଅଶ୍ଵିନୀ କୁମାର ପ୍ରଧାନ ମୁଖ୍ୟଅତିଥି,ଓଡ଼ିଆ ବିଭାଗ ଅଧ୍ୟାପକ ଡୋଳାମଣି କୁମ୍ଭାର ମୁଖ୍ୟବକ୍ତା, ପ୍ରାଧ୍ୟାପକ କୃଷ୍ଣଚନ୍ଦ୍ର ଶତପଥୀ,ଦିଲୀପ କୁମାର,ବିପିନ କୁମାର ରାଉତ ଓ ଅଧ୍ୟାପିକା ଡିଲେଶ୍ୱରି ମେହେର ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଏହି ଦିବସର ମହନୀୟତା ତଥା ମାତୃଭାଷା ର ସମ୍ମାନ ଓ ସୁରକ୍ଷା ସମ୍ଵନ୍ଧରେ ଅଭିଭାଷଣ ପ୍ରଦାନ କରିଥିଲେ।ଅଧ୍ୟାପକ ଭବାନୀ ଶଙ୍କର ଭୋଇ ସଭା ପରିଚାଳନା କରିଥିଲେ।କାର୍ଯ୍ୟକ୍ରମ ରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ,ଅଧ୍ୟାପିକା ଓ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe
- Advertisement -spot_img

Latest Articles