ଆଞ୍ଚଳିକ
ଟିଟିଲାଗଡ଼ରେ ୮୬ ତମ ସ୍ୱାୟତ୍ତ ଶାସନ ଦିବସ ପାଳିତ
ଟିଟିଲାଗଡ଼,୩୧/୦୮(ଜେଏନ୍ଏସ୍):ଟିଟିଲାଗଡ଼ ପୌରପରିଷଦ ପକ୍ଷରୁ ୮୬ତମ ସ୍ୱାୟତ୍ତ ଶାସନ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟରେ ସହର ମଧ୍ୟରେ ଥିବା ଓଡ଼ିଶାର ବରପୁତ୍ର ବିଜୁ ପଟ୍ଟନାୟକ...
ଛତିଶଗଡ଼ର ୨ ଶିଶୁ ଟିଟିଲାଗଡ଼ ରେଳ ଷ୍ଟେସନରୁ ଉଦ୍ଧାର
ଟିଟିଲାଗଡ଼,୩୧/୦୮(ଜେଏନ୍ଏସ୍): ଟିଟିଲାଗଡ଼ ରେଳ ସୁରକ୍ଷା ବଳ (ଆର.ପି.ଏଫ) ପୁଲିସ ଷ୍ଟେସନ ପରିସରରୁ ୨ ଜଣ ଶିଶୁଙ୍କୁ ଉଦ୍ଧାର କରିଥିବା ସୂଚନା ମିଳିଛି । ସୂଚନା ଅନୁଯାୟୀ ଛତିଶଗଡ଼ ବାଗବାହାରା ଫୁଲୱାରୀ ପଡ଼ା ନିବାସୀ...
ମରିସସରୁ ଟିଟିଲାଗଡ଼ ଆସିଲା ଶ୍ରମିକଙ୍କ ଶବ
ଟିଟିଲାଗଡ଼,୨୯/୦୮(ଜେଏନ୍ଏସ୍): ଟିଟିଲାଗଡ଼ ସହରର ସର୍ଗିଗୁଡ଼ା ନିବାସୀ ସ୍ଵର୍ଗତ ଜୟ ଛାତ୍ରୀୟାଙ୍କ ପୁଅ ରାକେଶ ଛତ୍ରିଆଙ୍କ ଶବ ସୁଦୂର ମରିସସରୁ ଆସି ତାଙ୍କ ବାସଭବନରେ ପହଞ୍ଚିଛି । ମରିସସରୁ ବିମାନ ଯୋଗେ ଭୁବନେଶ୍ୱର ପହଞ୍ଚିଥିବା...
ସ୍କୁଲଛାତ୍ରୀଙ୍କୁ ଅସଦାଚରଣ କରି ଶିକ୍ଷକ ନିଲମ୍ୱିତ
ଟିଟିଲାଗଡ଼,୨୯/୦୮(ଜେଏନ୍ଏସ୍): ରାଜ୍ୟ ତଥା ଦେଶରେ ମହିଳାମାନଙ୍କ ପ୍ରତି ଅସଦାଚରଣ ଘଟଣା ଦିନକୁ ଦିନ ବୃଦ୍ଧି ପାଉଥିବା ଦେଖିବାକୁ ମିଳୁଛି । ଏହି ପରିପ୍ରେକ୍ଷୀରେ ଟିଟିଲାଗଡ଼ ବ୍ଲକ ପରସରା ପଞ୍ଚାୟତର ସିଲଣ୍ଡା ଉଚ୍ଚ ପ୍ରାଥମିକ...
ଟିଟିଲାଗଡ଼ ପ୍ରଭାବତୀ ପବ୍ଲିକ ସ୍କୁଲରେ ଶ୍ରୀକୃଷ୍ଣ ଜନ୍ମୋତ୍ସବ ପାଳିତ
ଟିଟିଲାଗଡ଼,୨୬/୦୮(ଜେଏନ୍ଏସ୍): ସ୍ଥାନୀୟ ଶ୍ରୀ ଦାଦିଜୀ ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲରେ ଶ୍ରୀକୃଷ୍ଣ ଜନ୍ମୋତ୍ସବ ଓ ଦହିହାଣ୍ଡି ଉତ୍ସବ ମହାସମାରୋହରେ ପାଳିତ ହୋଇ ଯାଇଛି । ଏହି ଅବସରରେ ସ୍କୁଲର ନର୍ସରୀରୁ ଚତୁର୍ଥ...