ପୂର୍ବତନ ବିଧାୟକ ଆୟୁବ ଖାନ୍ ଙ୍କ ପରଲୋକ

ଟିଟିଲାଗଡ଼,୧୩/୫(ଜେଏନଏସ),କଣ୍ଟାବାଞ୍ଜି ପୂର୍ବତନ ବିଧାୟକ ହାଜି ମହମ୍ମଦ ଆୟୁବ ଖାନ(୭୮) ଙ୍କ ବୁଧବାର ସକାଳେ ତାଙ୍କ ବାସଭବନରେ ହୃଦଘାତ ରେ ପରଲୋକ ଘଟିଛି।ସ୍ୱର୍ଗତ ଖାନ୍ ଙ୍କ ହଠାତ ବିୟୋଗ ଖବର ପ୍ରସାରିତ ହେବା ପରେ ବିଭିନ୍ନ ମହଲରୁ ଗଭୀର ଶୋକ ପ୍ରକାଶ ପାଇଛି।ସ୍ଥାନୀୟ କବର ସ୍ଥାନ ରେ ତାଙ୍କୁ କବର ଦିଆଯିବା ନେଇ ପରିବାର ସଦସ୍ୟ ସୂଚନା ଦେଇଛନ୍ତି।ତାଙ୍କ ବିୟୋଗରେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ, ଟିଟିଲାଗଡ ବିଧାୟକ ନବୀନ ଜୈନ,ପୌର ଅଧ୍ୟକ୍ଷା ମମତା ଦେବୀ ଜୈନ,ପୂର୍ବତନରାଜ୍ୟସଭା ସାଂସଦ ନିରଞ୍ଜନ ବିଶି,ପୂର୍ବତନ ମନ୍ତ୍ରୀ ଟୁକୁନି ସାହୁ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି।

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe
- Advertisement -spot_img

Latest Articles