ଟିଟିଲାଗଡ ବିଜେପି ପକ୍ଷରୁ ବିଜୟ ଉତ୍ସବ ପାଳିତ

ଟିଟିଲାଗଡ଼,୪/୫(ଜେଏନ୍ଏସ) ପଶ୍ଚିମବଙ୍ଗ ରେ ଭାରତୀୟ ଜନତା ପାର୍ଟି ର ଦମଦାର ବିଜୟ କୁ ନେଇ ଟିଟିଲାଗଡ ବିଜେପି ପକ୍ଷରୁ ବିଜୟ ଦିବସ ପାଳିତ ହୋଇଯାଇଛି।ବିଧାୟକ ନବୀନ ଜୈନ ଓ ପୌର ଅଧ୍ୟକ୍ଷା ମମତା ଦେବୀ ଜୈନ ଶତାଧିକ ସ୍ଥାନୀୟ ବିଜେପି କର୍ମୀ ଓ ନେତା ଙ୍କ ଗହଣରେ ଉପସ୍ଥିତ ରହି ମିଷ୍ଟାନ୍ନ ବଣ୍ଟନ ସହ ଏହି ବିଜୟ କୁ ଜନତା ଙ୍କ ଆଶୀର୍ବାଦ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦି ଙ୍କ ପ୍ରତି ଦୃଢ଼ ଆଶା ଓ ଆସ୍ଥା ର ପ୍ରତୀକ ବୋଲି ଉଲ୍ଲେଖ କରିଥିଲେ। କାର୍ଯ୍ୟକ୍ରମରେ ଦଳ ର ବହୁ ନେତା ଓ କର୍ମୀ ସାମିଲ ହୋଇଥିଲେ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe
- Advertisement -spot_img

Latest Articles