ବିଜେପି ପ୍ରତିଷ୍ଠା ଦିବସ ପାଳିତ

ଟିଟିଲାଗଡ,୬/୪(ଜେଏନଏସ),ଟିଟିଲାଗଡ ରେ ଭାରତୀୟ ଜନତା ପାର୍ଟି ର ପ୍ରତିଷ୍ଠା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି।ସ୍ଥାନୀୟ ବିଜେପି କାର୍ଯ୍ୟାଳୟ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଧାୟକ ନବୀନ ଜୈନ ମୁଖ୍ୟଅତିଥି ଓ ପୌର ଅଧ୍ୟକ୍ଷା ମମତା ଦେବୀ ଜୈନ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଦଳୀୟ କର୍ମୀ ଓ ନେତା ଙ୍କୁ ଉତ୍ସାହିତ କରିଥିଲେ।ସମର୍ପିତ ଦେଶସେବା,ଗରିବ କଲ୍ୟାଣ ଓ ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ପାଇଁ ଦଳ ପ୍ରତିବଦ୍ଧ ବୋଲି ବିଧାୟକ ଶ୍ରୀ ଜୈନ ଉଲ୍ଲେଖ କରିଥିଲେ।କାର୍ଯ୍ୟକ୍ରମରେ ବିଜେପି ନେତା ଡୋଳାମଣି ବସ୍ତିଆ,ଅଶୋକ ଭୋଇ,ସଞ୍ଜୟ ତ୍ରିପାଠୀ ପ୍ରମୁଖ ଙ୍କ ସହ ପ୍ରେମ ବିଶି,ରମେଶ ବେହେରା,ଅରୁଣ ବାଗ,ବିଶାଲ ନାୟକ ଏବଂ ବହୁ ଦଳୀୟ କର୍ମୀ ଓ ନେତା ଉପସ୍ଥିତ ଥିଲେ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe
- Advertisement -spot_img

Latest Articles