ରତନ ବେନ ଗାଲା ଙ୍କ ପରଲୋକ

ଟିଟିଲାଗଡ,୧୧/୪(ଜେଏନଏସ),ଟିଟିଲାଗଡ ସହରର ସୁପରିଚିତ ଧର୍ମପରାୟଣ ମହିଳା ରତନ ବେନ ଗାଲା(୮୬) ଙ୍କ ଶୁକ୍ରବାର ରାତି ତାଙ୍କ ସର୍ଗିଗୁଡ଼ା ସ୍ଥିତ ବାସ ଭବନରେ ପରଲୋକ ଘଟିଛି।ମୃତ୍ୟୁଶଯ୍ୟା ନିକଟ ରେ ପୁତ୍ର ଭରତ ଓ ପୁତ୍ରବଧୂ ଜ୍ୟୋତି ଉପସ୍ଥିତ ଥିଲେ।ଶନିବାର ଅପରାହ୍ନରେ ସ୍ଥାନୀୟ ମୁକ୍ତିଧାମ ଠାରେ ତାଙ୍କ ଅନ୍ତେଷ୍ଟିକ୍ରିୟା ସମ୍ପନ୍ନ କରାଯିବା ନେଇ ପରିବାର ସଦସ୍ୟ ସୂଚନା ଦେଇଛନ୍ତି।ଶ୍ରୀମତୀ ଗାଲା ଙ୍କ ପରଲୋକ ରେ ଗୁଜୁରାତି ସମାଜ ସଭାପତି ହରିଶ ରାୟଠାତା,ବିଶିଷ୍ଟ ବିଜେପି ନେତା ପ୍ରମୋଦ ପ୍ରଧାନ,ପୂର୍ବତନ ରାଜ୍ୟସଭା ସାଂସଦ ପ୍ରତିନିଧି,ସମାଜସେବୀ ଶୁଭେନ ପୁରୋହିତ,ମହେଶ ପଧାରିଆ,କେତନ ପଧାରିଆ, ଅଶ୍ୱିନ ଠକ୍କର, ଭରତ ପିଟ୍ରୋଡା ପ୍ରମୁଖ ଙ୍କ ସହ ସହରର ବିଭିନ୍ନ ମହଲରୁ ଗଭୀର ଶୋକ ପ୍ରକାଶ କରିଛନ୍ତି।

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe
- Advertisement -spot_img

Latest Articles