ଆଞ୍ଚଳିକ
ବ୍ଲକସ୍ତରୀୟ ଅନ୍ତର୍ଜାତୀୟ ସାକ୍ଷରତା ଦିବସ
ସଇଁତଳା,୧୩/୦୯,(ଜେଏନଏସ), ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ବ୍ଲକସ୍ତରୀୟ ଅନ୍ତର୍ଜାତୀୟ ସାକ୍ଷରତା ଦିବସ ପାଳିତ ହୋଇଯାଇଛି । ବିଦ୍ୟାଳୟ ପରିସରରୁ ଛାତ୍ରଛାତ୍ରୀମାନେ ଏକ ସଚେତନତା ଶୋଭାଯାତ୍ରାରେ ବାହାରି ନଗର ପରିକ୍ରମା କରିଥିଲେ...
ଦୁର୍ନୀତିର ଗନ୍ତାଘର ସାଜିଛି ସୁର୍ଡା ପଞ୍ଚାୟତ : ବିଭିନ୍ନ ଯୋଜନାରେ ହିତାଧିକାରୀଙ୍କୁ ଲୁଣ୍ଠନ ଅଭିଯୋଗ
ଟିଟିଲାଗଡ଼,୧୩/୦୯,(ଜେଏନଏସ), ଟିଟିଲାଗଡ଼ ବ୍ଳକ ସୁର୍ଡା ପଞ୍ଚାୟତରେ ବିଭିନ୍ନ ଯୋଜନାର ହିତାଧିକାରୀଙ୍କ ଅର୍ଥ ବାଟମାରଣା କରିବା ସହ ସରପଞ୍ଚ ମନମୁଖି ଚଲାଇଥବା ଅଭିଯୋଗ ହୋଇଛି । ଏନେଇ ଆଜି ସୁର୍ଡା ପଞ୍ଚାୟତର ସୁର୍ଡା ଗ୍ରାମର...
ବଜ୍ରପାତ ସଚେତନତା କର୍ମଶାଳା ଅନୁଷ୍ଠିତ
ସଇଁତଳା,୧୩/୦୯,(ଜେଏନଏସ),ସଇଁତଳା ବ୍ଲକ ଅନ୍ତର୍ଗତ କରମତଲା ବୁଢାରାଜା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ବଜ୍ରପାତ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଜରୁରୀକାଳୀନ କାର୍ଯାଳୟ ଓ ଜିଲ୍ଲା ଶିକ୍ଷା ବିଭାଗର ମିଳିତ ଆନୁକୂଲ୍ୟରେ...
ଯୁବ କଳାକାରଙ୍କ ବିୟୋଗରେ ଶୋକସଭା
ସଇଁତଳା,୧୩/୦୯,(ଜେଏନଏସ),ସଇଁତଳା ବିବେକାନନ୍ଦ ନାଟ୍ୟ ସଂସଦ ଓ ବିବେକାନନ୍ଦ ଯୁବ ସଂଘ ପକ୍ଷରୁ ସ୍ଥାନୀୟ ଯୁବ କଳାକାର ସ୍ବର୍ଗତ କ୍ଷେତ୍ର ମୋହନ ସାହୁଙ୍କ ବିୟୋଗରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ସ୍ଵର୍ଗତ ସାହୁ...
ଟିଟିଲାଗଡ଼ ମାଉସୀ ମା ଦୁର୍ଗାପୂଜା କମିଟିର ପ୍ରସ୍ତୁତି ବୈଠକ
ଟିଟିଲାଗଡ଼,୧୩/୦୯,(ଜେଏନଏସ), ଟିଟିଲାଗଡ଼ ମାଉସୀ ମା ଦୁର୍ଗାପୂଜା କମିଟି ପକ୍ଷରୁ ଗୁରୁବାର ଅପରାହ୍ଣରେ ଆସନ୍ତା ଦୁର୍ଗାପୂଜା ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଚଳିତ ଥର କମିଟି ୮୮ ତମ ଦୁର୍ଗାପୂଜା...