Monday, June 23, 2025

ଆଞ୍ଚଳିକ

ଫେରିଲେ ନିଖୋଜ ଲୋକୋ ପାଇଲଟ ରଙ୍ଗବାହାଦୁର

ଟିଟିଲାଗଡ଼,୧୦/୦୯,(ଜେଏନଏସ), ଦୀର୍ଘ ୬ ଦିନ ଧରି ନିଖୋଜଥିବା ଲୋକୋ ପାଇଲଟ ରଙ୍ଗବହାଦୁର ସିଂ ମଙ୍ଗଳବାର ଘରକୁ ଫେରିଥିବା ନେଇ ଟିଟିଲାଗଡ଼ ଜିଆରପି ପୁଲିସ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି ।...

ଟିଟିଲାଗଡ଼ ସହରବାସୀଙ୍କୁ ରେଳ ବିଭାଗର ନୂଆଖାଇ ଭେଟି ୧୫ ରୁ ଗଡ଼ିବ ବନ୍ଦେଭାରତ ଟ୍ରେନ

ଟିଟିଲାଗଡ଼,୦୯/୦୯,(ଜେଏନଏସ), ରେଳ ବିଭାଗ ଦ୍ଵାରା ଟିଟିଲାଗଡ଼ ଜଙ୍କସନର ନବକଳେବର କାର୍ଯ୍ୟ ଜାରି ରହିଥିବା ବେଳେ ବିଭାଗ ପକ୍ଷରୁ ସହରବାସୀଙ୍କ ପାଇଁ ଆଉ ଏକ ଖୁସି ଖବରର ସୂଚନା ଦିଆଯାଇଛି । ରେଳବିଭାଗ ପକ୍ଷରୁ...

ସଇଁତଳାରେ ଗଡ଼ିଲା ସୁଭଦ୍ରା ରଥ

ସଇଁତଳା,୦୭/୦୯,(ଜେଏନଏସ), ରାଜ୍ୟ ସରକାରଙ୍କ ସୁଭଦ୍ରା ଯୋଜନାର ସଫଳ ରୂପାୟନ ତଥା ସଚେତନତାକୁ ନେଇ ରାଜ୍ୟ ବ୍ୟାପି ସୁଭଦ୍ରା ରଥର ଶୁଭାରମ୍ଭ ହୋଇଛି । ଏହିପରିପ୍ରେକ୍ଷୀରେ ବଲାଙ୍ଗିର ଜିଲ୍ଲା ସଇଁତଳା ବ୍ଲକ କାର୍ଯ୍ୟାଳୟ ପରିସରରୁ...

ସଇଁତଳାରେ ସପ୍ତାହବ୍ୟାପି ଶ୍ରୀମଦ ଭାଗବତ କଥାମୃତ ଉଦଘାଟିତ

ସଇଁତଳା,୦୬/୦୯,(ଜେଏନଏସ), ସ୍ଥାନୀୟ ସଇଁତଳା ଗୋୟଲ୍ ପରିବାର ପକ୍ଷରୁ ସ୍ଥାନୀୟ ଭାଗବତ ମଣ୍ଡପଠାରେ ସପ୍ତାହ ବ୍ୟାପି ଶ୍ରୀମଦ ଭାଗବତ କଥାମୃତ କାର୍ଯ୍ୟକ୍ରମ ଉଦଘାଟିତ ହୋଇଛି । ଏହି ଅବସରରେ ଗୋୟଲ୍ ସମାଜ ଓ ମାରୱାଡ଼ି...

ଓମଭେଲି ସ୍କୁଲ ବେଆଇନ ସରକାରୀ ଜମି ଜବର ଦଖଲ ମାମଲାରେ ଉଚ୍ଚ ନ୍ୟାୟାଳୟଙ୍କ ଆଦେଶ

ଟିଟିଲାଗଡ଼,୦୬/୦୯,(ଜେଏନଏସ), ଟିଟିଲାଗଡ଼ ସହରରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପ ପାଇଁ ସରକାରୀ ଜମିର ଅଭାବ ରହିଥିବା ଦର୍ଶାଯାଉଥିବାବେଳେ ବହୁପରିମାଣରେ ସରକାରୀ ଜମି ଜବରଦଖଲରେ ଥିବା ଦେଖିବାକୁ ମିଳିଛି । ଟିଟିଲାଗଡ଼ ଥାନା ଚାହାଁରଭଟାଠାରେ ପ୍ଲଟ ନଂ...

Popular

Subscribe

spot_imgspot_img

Important: Unauthorized Copying Prohibited

This website and its content are protected by copyright law. Any unauthorized copying, reproduction, or distribution of the materials contained herein is strictly prohibited and may result in legal action.

For permissions or inquiries, please contact us directly.