ଜିଲ୍ଲା
ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥା ସୁଧାରିବାକୁ ବଜରଙ୍ଗ ଦଳର ଦାବୀପତ୍ର : ଡେଙ୍ଗୁ ନେଲା ଆଉ ଏକ ଜୀବନ
ସଇଁତଳା,୧୩/୦୯,(ଜେଏନଏସ),ସଇଁତଳାରେ ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥାକୁ ନେଇ ବଜରଙ୍ଗ ଦଳ ପକ୍ଷରୁ ସ୍ଥାନୀୟ ବିଡ଼ିଓ ଙ୍କୁ ଏକ ଦାବୀପତ୍ର ପ୍ରଦାନ କରାଯାଇଛି । ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥା ଯୋଗୁଁ ସଇଁତଳା ଡେଙ୍ଗୁ ଆତଙ୍କ ପୁଣି...
ବ୍ଲକସ୍ତରୀୟ ଅନ୍ତର୍ଜାତୀୟ ସାକ୍ଷରତା ଦିବସ
ସଇଁତଳା,୧୩/୦୯,(ଜେଏନଏସ), ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ବ୍ଲକସ୍ତରୀୟ ଅନ୍ତର୍ଜାତୀୟ ସାକ୍ଷରତା ଦିବସ ପାଳିତ ହୋଇଯାଇଛି । ବିଦ୍ୟାଳୟ ପରିସରରୁ ଛାତ୍ରଛାତ୍ରୀମାନେ ଏକ ସଚେତନତା ଶୋଭାଯାତ୍ରାରେ ବାହାରି ନଗର ପରିକ୍ରମା କରିଥିଲେ...
ଦୁର୍ନୀତିର ଗନ୍ତାଘର ସାଜିଛି ସୁର୍ଡା ପଞ୍ଚାୟତ : ବିଭିନ୍ନ ଯୋଜନାରେ ହିତାଧିକାରୀଙ୍କୁ ଲୁଣ୍ଠନ ଅଭିଯୋଗ
ଟିଟିଲାଗଡ଼,୧୩/୦୯,(ଜେଏନଏସ), ଟିଟିଲାଗଡ଼ ବ୍ଳକ ସୁର୍ଡା ପଞ୍ଚାୟତରେ ବିଭିନ୍ନ ଯୋଜନାର ହିତାଧିକାରୀଙ୍କ ଅର୍ଥ ବାଟମାରଣା କରିବା ସହ ସରପଞ୍ଚ ମନମୁଖି ଚଲାଇଥବା ଅଭିଯୋଗ ହୋଇଛି । ଏନେଇ ଆଜି ସୁର୍ଡା ପଞ୍ଚାୟତର ସୁର୍ଡା ଗ୍ରାମର...
ବଜ୍ରପାତ ସଚେତନତା କର୍ମଶାଳା ଅନୁଷ୍ଠିତ
ସଇଁତଳା,୧୩/୦୯,(ଜେଏନଏସ),ସଇଁତଳା ବ୍ଲକ ଅନ୍ତର୍ଗତ କରମତଲା ବୁଢାରାଜା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ବଜ୍ରପାତ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଜରୁରୀକାଳୀନ କାର୍ଯାଳୟ ଓ ଜିଲ୍ଲା ଶିକ୍ଷା ବିଭାଗର ମିଳିତ ଆନୁକୂଲ୍ୟରେ...
ଯୁବ କଳାକାରଙ୍କ ବିୟୋଗରେ ଶୋକସଭା
ସଇଁତଳା,୧୩/୦୯,(ଜେଏନଏସ),ସଇଁତଳା ବିବେକାନନ୍ଦ ନାଟ୍ୟ ସଂସଦ ଓ ବିବେକାନନ୍ଦ ଯୁବ ସଂଘ ପକ୍ଷରୁ ସ୍ଥାନୀୟ ଯୁବ କଳାକାର ସ୍ବର୍ଗତ କ୍ଷେତ୍ର ମୋହନ ସାହୁଙ୍କ ବିୟୋଗରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ସ୍ଵର୍ଗତ ସାହୁ...