Regional News

ଭାରତ ବିକାଶ ପରିଷଦ ର ପ୍ରତିଷ୍ଠା ଦିବସ ପାଳିତ

ଟିଟିଲାଗଡ,୧୨/୭(ଜେଏନଏସ),ଭାରତ ବିକାଶ ପରିଷଦ ଟିଟିଲାଗଡ ଶାଖା ପକ୍ଷରୁ ଅନୁଷ୍ଠାନ ର ପ୍ରତିଷ୍ଠା ଦିବସ ସ୍ଥାନୀୟ ପର୍ଶୁରାମ ଭବନ ପରିସରରେ ପାଳିତ ହୋଇଯାଇଛି।ଟିଟିଲାଗଡ ଶାଖା ସମ୍ପାଦକ କିଶୋର ମହାପାତ୍ର ଙ୍କ ସଂଯୋଜନାରେ ଆୟୋଜିତ ସଭାରେ...

Bhubaneswar News

Gadgets

ମଦଭାଟି ପାଇଁ ହଜିଗଲା “ନେହେରୁ ନଗର” ର ପରିଚୟ

ଟିଟିଲାଗଡ,୧୫/୭(ଜେଏନଏସ),ଟିଟିଲାଗଡ ସହର ର କେନ୍ଦ୍ର ସ୍ଥଳ ରେ ଦୀର୍ଘ ବର୍ଷ ଧରି ରହିଥିବା ସରକାରୀ ସିକୃତିପ୍ରାପ୍ତ ଦେଶୀ ମଦଭାଟି ଯୋଗୁଁ ଐତିହ୍ୟସମ୍ପନ୍ନ ଏହି ସହରର ଛବି ମଳିନ ପଡ଼ିଛି।ସହରର ୱାର୍ଡ ନଂ ୪...

Receipes

- Advertisement -spot_img

Latest News

ମଦଭାଟି ପାଇଁ ହଜିଗଲା “ନେହେରୁ ନଗର” ର ପରିଚୟ

ଟିଟିଲାଗଡ,୧୫/୭(ଜେଏନଏସ),ଟିଟିଲାଗଡ ସହର ର କେନ୍ଦ୍ର ସ୍ଥଳ ରେ ଦୀର୍ଘ ବର୍ଷ ଧରି ରହିଥିବା ସରକାରୀ ସିକୃତିପ୍ରାପ୍ତ ଦେଶୀ ମଦଭାଟି ଯୋଗୁଁ ଐତିହ୍ୟସମ୍ପନ୍ନ ଏହି ସହରର ଛବି ମଳିନ ପଡ଼ିଛି।ସହରର ୱାର୍ଡ ନଂ ୪...

ଭାରତ ବିକାଶ ପରିଷଦ ର ପ୍ରତିଷ୍ଠା ଦିବସ ପାଳିତ

ଟିଟିଲାଗଡ,୧୨/୭(ଜେଏନଏସ),ଭାରତ ବିକାଶ ପରିଷଦ ଟିଟିଲାଗଡ ଶାଖା ପକ୍ଷରୁ ଅନୁଷ୍ଠାନ ର ପ୍ରତିଷ୍ଠା ଦିବସ ସ୍ଥାନୀୟ ପର୍ଶୁରାମ ଭବନ ପରିସରରେ ପାଳିତ ହୋଇଯାଇଛି।ଟିଟିଲାଗଡ ଶାଖା ସମ୍ପାଦକ କିଶୋର ମହାପାତ୍ର ଙ୍କ ସଂଯୋଜନାରେ ଆୟୋଜିତ ସଭାରେ...

ମନ୍ଥର ନାଳ କାର୍ଯ୍ୟ ଯୋଗୁଁ ହନ୍ତସନ୍ତ ସହରବାସୀ

ଟିଟିଲାଗଡ,୧୧/୭(ଜେଏନଏସ), ଟିଟିଲାଗଡ ସହରର ମୁଖ୍ୟ ରାସ୍ତାରେ ପୌର ପରିଷଦ ପକ୍ଷରୁ ଚାଲିଥିବା ନାଳ ମରାମତି କାର୍ଯ୍ୟରେ ଅହେତୁକ ବିଳମ୍ବ ଯୋଗୁଁ ଟ୍ରାଫିକ ସମସ୍ୟା ଗୁରୁତର ହୋଇ ପଡ଼ିଛି।ଦୀର୍ଘଦିନଧରି ମୁଖ୍ୟ ରାସ୍ତା ଅବରୋଧ...

ଅବସରପ୍ରାପ୍ତ ଶିକ୍ଷକଙ୍କୁ ଛାତ୍ରଙ୍କ ସମ୍ବର୍ଦ୍ଧନା

ଟିଟିଲାଗଡ/ସଇଁତଳା ୧୦/୭(ଜେଏନଏସ),ସଇଁତଳା ବ୍ଲକ କୁଆଁର ଗାଁ ରାଧାକୃଷ୍ଣ ଉଚ୍ଚ ବିଦ୍ୟାଳୟ ର ଅବସରର ପ୍ରାପ୍ତ ଶିକ୍ଷକ ମାନଙ୍କୁ ପୂର୍ବତନ ଛାତ୍ର ସମୂହ ପକ୍ଷରୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି।କାର୍ଯ୍ୟକ୍ରମରେ ପୂର୍ବତନ ଛାତ୍ର ମାନେ...

ଘୁଷୁରାମୁଣ୍ଡା ଘଟଣା :ଟିଟିଲାଗଡ ରେ ଏଲ ଡି ଏ ର ବିଶାଳ ରାଲି

ଟିଟିଲାଗଡ,୯/୭(ଜେଏନ୍ଏସ), ଦଳିତ ପାଚିକା ନିଯୁକ୍ତି କୁ ବିରୋଧ ଘଟଣା ଓ ଛୁଆଁ ଅଛୁଆଁ ଭେଦଭାବ କୁ ନେଇ ଲିବରେସନ୍ ଡେମୋକ୍ରେସି ଆଲାଏନ୍ସ (ଏଲଡିଏ) ଗୁରୁବାର ଟିଟିଲାଗଡ ସହରରେ ଶକ୍ତି ପ୍ରଦର୍ଶନ କରିଛି। ସଙ୍ଗଠନ...

Sports

ଓମ୍ ଭ୍ୟାଲି ର ଦୁଇ କ୍ରୀଡାବିତ ଙ୍କ କୃତ୍ତିତ୍ଵ

ଟିଟିଲାଗଡ,୩୦/୬(ଜେଏନଏସ),ଟିଟିଲାଗଡ ଓମ୍ ଭ୍ୟାଲି ସ୍କୁଲ ର ଦୁଇଜଣ କ୍ରୀଡା ପ୍ରତିଭା ଜାତୀୟ-ଆନ୍ତର୍ଜାତୀୟ ସ୍ତରରେ ମନୋନୀତ ହୋଇ ଅନୁଷ୍ଠାନ ପାଇଁ ଗୌରବ ମୟ ସଫଳତା ଆଣିଛନ୍ତି।ଅନୁଷ୍ଠାନ ର ସନ୍ତରଣ ପ୍ରଶିକ୍ଷକ ଅମିୟ ପ୍ରଧାନ ଚଳିତ...

ଆତ୍ମସୁରକ୍ଷା ତାଲିମ ଶିବିର ଉଦଯାପିତ

ଟିଟିଲାଗଡ,୨୦/୩(ଜେଏନ୍ଏସ),ଟିଟିଲାଗଡ ସରକାରୀ ମହିଳା ମହାବିଦ୍ୟାଳୟ ରେ ଦୀର୍ଘ ୨୪ ଦିନ ଧରି ଚାଲିଥିବା ଆତ୍ମ ସୁରକ୍ଷା ଶିବିର ଗୁରୁବାର ଉଦଯାପିତ ହୋଇଯାଇଛି। ଅଧ୍ୟକ୍ଷ ରମେଶ ଚନ୍ଦ୍ର ସାମିନୀଙ୍କ ସଭାପତିତ୍ଵରେ ଆୟୋଜିତ ଉଦଯାପନୀ ସଭାରେ...

ରାଜ୍ୟସ୍ତରୀୟ ବଡି ଵିଲ୍ଡିଂ ଚମ୍ପିୟାନସିପ୍ ଉତ୍କଳ ଶ୍ରୀ ୨୦୨୬ ବିଜେତା ହେଲେ ଜଗନ୍ନାଥ

ଟିଟିଲାଗଡ,୨୮/୦୨(ଜେଏନଏସ),ଟିଟିଲାଗଡ ସହୀଦ ଜିମ୍ନେସିୟମ ପକ୍ଷରୁ ଆୟୋଜିତ ରାଜ୍ୟସ୍ତରୀୟ ଦ୍ଵୀ ଦିବସୀୟ ସୂର୍ଯ୍ୟମଣି ପାଢ଼ୀ ମେମୋରିଆଲ ବଡି ଵିଲ୍ଡିଂ ଚମ୍ପିୟାନସିପ୍ ଶନିବାର ରାତି ଉଦଯାପିତ ହୋଇଛି।ପ୍ରତିଯୋଗୀତାରେ ପୁରୀ ର ଜଗନ୍ନାଥ ଖୁଣ୍ଟିଆ ନିଜ ଦମଦାର ପ୍ରଦର୍ଶନ...

ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ମାରାଥନ ପ୍ରତିଯୋଗିତା

ଟିଟିଲାଗଡ,୧୮/୧(ଜେଏନଏସ), ଟିଟିଲାଗଡ କ୍ରୀଡା ସଂଘ ପକ୍ଷରୁ ଆସନ୍ତା ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ରବିବାର ଉଭୟ ମହିଳା ଓ ପୁରୁଷ ଶ୍ରେଣୀ ର ଏକ ମାରାଥନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।ସକାଳ ୬.୩୦ ଘଣ୍ଟା ରୁ...

ଆସନ୍ତା ୧୮ ରେ ଟିଟିଲାଗଡ ରେ ମାରାଥନ ପ୍ରତିଯୋଗିତା

ଟିଟିଲାଗଡ(ଜେଏନଏସ), ଟିଟିଲାଗଡ କ୍ରୀଡା ସଂଘ ପକ୍ଷରୁ ଆସନ୍ତା ୧୮ ତାରିଖରେ ଉଭୟ ମହିଳା ଓ ପୁରୁଷ ଶ୍ରେଣୀ ରେ ମାରାଥନ ପ୍ରତିଯୋଗିତା ଆୟୋଜିତ ହେବାକୁ ଯାଉଛି।ଏହାକୁ ନେଇ ସଂଘ ପକ୍ଷରୁ ଏକ ପ୍ରସ୍ତୁତି...

Miscellanous

ପ୍ରସିଦ୍ଧ ଗାୟିକା ଆଶା ଭୋସଲେ ଙ୍କ ପରଲୋକ

ଭୁବନେଶ୍ୱର,୧୨/୪(ଜେଏନଏସ),ସଙ୍ଗୀତ ଜଗତର ସୁ ପ୍ରସିଦ୍ଧ ଲୋକପ୍ରିୟ ଗାୟିକା ଆଶା ଭୋସଲେ(୯୨) ଙ୍କ ମୁମ୍ବାଇ ବ୍ରିଚ କେଣ୍ଡି ହସ୍ପିଟାଲ ରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ଘଟିଛି। ସେ ହୃଦରୋଗ ଓ ଶ୍ୱାସ ସମ୍ବନ୍ଧୀୟ...

Latest Articles

Must Read